- Home
- ତୃତୀୟ ଅଧ୍ୟାୟ : ଜିଲ୍ଲା ପ୍ରଶାସନ
- Jilla Prashasana ଜିଲ୍ଲା ପ୍ରଶାସନ Class 8 Political Science Chapter 3
Last Updated: October 31, 2024
Jilla Prashasana ଜିଲ୍ଲା ପ୍ରଶାସନ Class 8 Political Science Chapter 3
Language: Odia
ତୃତୀୟ ଅଧ୍ୟାୟ ଜିଲ୍ଲା ପ୍ରଶାସନ ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି | ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି | ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ | ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ ମସିହାରେ ୱାରେନ୍ ହେଷ୍ଟିଙ୍ଗସ୍ଙ୍କ ଦ୍ଵା ରା ସୃଷ୍ଟି ହୋଇଥିଲା| ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା ; ଯଥା – ୧. “କଲେକ୍ଟର” ଭାବରେ ଭୂ-ରାଜସ୍ୱ ଆଦାୟ କରିବା ୨. “ମାଜିଷ୍ଟ୍ରେଟ୍” ଭାବରେ ମୋକଦ୍ଦମା ବିଚାର କରିବା । ଜିଲ୍ଲାପାଳ : ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଅଟନ୍ତି | ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ | ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି |…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!