- Home
- ତ୍ରୟୋଦଶ ଅଧ୍ୟାୟ : ଧ୍ୱନି (Sound)
- Dhwani - ଧ୍ୱନି- Sound - Class 8 Science Chapter 13 - Notes
Last Updated: September 22, 2022
Dhwani - ଧ୍ୱନି- Sound - Class 8 Science Chapter 13 - Notes
Language: Odia
Chapter 13 Sound ତ୍ରୟୋଦଶ ଅଧ୍ୟାୟ - ଧ୍ୱନି Notes କଂପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ :- ବସ୍ତୁର ଆଗପଛ କିମ୍ବା ଉପର – ତଳ ଗତି ଯୋଗୁଁ ହିଁ କଂପନ ସୃଷ୍ଟି ହୁଏ | ଦୃଢ଼ ଭାବରେ ଟାଣି ହୋଇଥିବା କୌଣସି ବ୍ୟାଣ୍ଡକୁ ମଝିରୁ ଟାଣି ଛାଡ଼ିଦେଲେ ତାହା କଂପିତ ହେବ ଏବଂ ଧ୍ଵନି ସୃଷ୍ଟି ହେବ | ଯେତେବେଳେ କଂପନ ବନ୍ଦ ହେବ, ସେତେବେଳେ ଆଦୌ ଧ୍ୱନି ସୃଷ୍ଟି ହେବନାହିଁ | ଗୋଟିଏ କଂପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ | କେତେକ କ୍ଷେତ୍ରରେ ଏହି କଂପନକୁ ସହଜରେ ଦେଖି ହୁଏ | ଅଧିକାଂଶ କ୍ଷେତ୍ରରେ ଏହି କଂପନରେ ଆୟାମ ଏତେଛୋଟ ଯେ, ତାହା ଆମକୁ ଦେଖାଯାଏ ନାହିଁ | ମାତ୍ର ତାହାକୁ ଅନୁଭବ କରିହୁଏ | ପାଣି ଭର୍ତ୍ତିକରି କାଚଗ୍ଳାସ୍ଗୁଡିକୁ ଜଳ କମ୍ ଉଚ୍ଚତାରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ସଜାଇ ରଖି ଗ୍ଲାସ୍ ଗୁଡିକୁ ଧୀରେ ଧୀରେ ଆଘାତ କଲେ ସେଥିରୁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material