- Home
- ପ୍ରଥମ ଅଧ୍ୟାୟ : ଶବ୍ଦ ଗଠନ
- Shabda Gathan ଶବ୍ଦ ଗଠନ Class 9 Odia Grammar Chapter 1
Last Updated: October 17, 2024
Shabda Gathan ଶବ୍ଦ ଗଠନ Class 9 Odia Grammar Chapter 1
Language: Odia
ପ୍ରଥମ ଅଧ୍ୟାୟ ଶବ୍ଦ ଗଠନ ଶବ୍ଦର ସଂଜ୍ଞା - ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କୁହାଯାଏ | ଉଦାହରଣ – ଗରନ – ନଗର ତସରମ – ସରବତ ଭାଷା ହେଉଛି ଭାବ ବିନିମୟର ମାଧ୍ୟମ | ଶବ୍ଦପୁଞ୍ଜ ହେଉଛନ୍ତି ଭାଷାର ଅଙ୍ଗସଦୃଶ | ଏହି ଶବ୍ଦମାନଙ୍କୁ ନେଇ ଭାଷା ନିଜର ବୁଦ୍ଧି କରେ | ଗୋଟିଏ ଭାଷାର ଶବ୍ଦ ଭଣ୍ଡାର ହିଁ ତା ’ ର ମେରୁଦଣ୍ଡ ଆମ ଓଡିଆ ଭାଷାର ଏହି ଶବ୍ଦ ଭଣ୍ଡାର ଅସୀମ | ଶବ୍ଦର ପ୍ରକାରଭେଦ ବ୍ୟବହାର ଦୃଷ୍ଟିରୁ ଓଡିଆ ଭାଷାର ଶବ୍ଦ ଭଣ୍ଡାରକୁ ଚାରି ଭାଗରେ ବିଭକ୍ତ କରାଯାଇଛି | ଯଥା – ତତସମ , ତଦଭବ , ଦେଶଜ ଓ ବୈଦେଶିକ | ତତସମ – ତତ + ସମ = ତତସମ , ତତ ଅର୍ଥ ତାହା ଓ ସମ ଅର୍ଥ ସମାନ | ଯେଉଁ ଶବ୍ଦ ଗୁଡିକ ସଂସ୍କୃତ ଭାଷାରୁ ଅବିକଳ ଓଡିଆ ଭାଷାରେ ବ୍ୟବହୃତ ତାହାକୁ ତତ୍ସମ ଶବ୍ଦ କହନ୍ତି |…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!