- SCHOOL BOARDS
- BSE/CHSE ODISHA
- CLASS 3
- SOCIAL SCIENCE
- Odia Medium Class 3 Social Science Chapter-1 ଘରେ - ବାହାରେ – ରାସ୍ତାରେ (Ghare Bahare Rastare) Notes

Odia Medium Class 3 Social Science Chapter-1 ଘରେ - ବାହାରେ – ରାସ୍ତାରେ (Ghare Bahare Rastare) Notes

Language : Odia
LRNR provides this material totally free
Odia Medium Class 3 Social Science Chapter-1 ଘରେ - ବାହାରେ – ରାସ୍ତାରେ (Ghare Bahare Rastare) Notes
· ଘରେ , ବାହାରେ , ଖେଳ ପଡିଆରେ ତଥା ବିଭିନ୍ନ ଅନୁଷ୍ଠାନରେ ଶୃଙ୍ଖଳା ରକ୍ଷା କରି କାର୍ଯ୍ୟ କରିବା |
· ଭାଇ ଭଉଣୀଙ୍କୁ ସ୍ନେହ କରିବା |
· ଟିକେଟ କାଟିବା ସମୟରେ ଧାଡ଼ିହୋଇ ଠିଆ ହେବା ଅପେକ୍ଷା କରିବା |
· ଠିକ୍ ସମୟରେ ବିଦ୍ୟାଳୟକୁ ଯିବା |
· ଧାଡିରେ ଠିଆ ହୋଇ ଟ୍ରେନ / ବସ୍ ରେ ଚଢିବା
· ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ନାହିଁ
· ନାଲିବତି ଜଳିଲେ – ଗାଡି ରହିବା
· ହଳଦିଆ ବଢି ଜଳିଲେ – ଯିବାପାଇଁ ପ୍ରସ୍ତୁତ ହୁଅ |
· ସବୁଜ ବତି ଜଳିଲେ – ନିରାପଦରେ ଯାଇପାର
Truly Indian Brand
Truly Indian Brand