Odia Medium Class 3 Social Science Chapter-2 କେଉଁଠି କ’ଣ ହୁଏ (keunthi Kan Hue) Notes

Language : Odia

LRNR provides this material totally free

Odia Medium Class 3 Social Science Chapter-2 କେଉଁଠି କ’ଣ ହୁଏ (keunthi Kan Hue) Notes


  • ଡାକ୍ତରଖାନା : ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଦର୍ଶ ଗୃହରେ ରହିବା ନିଜେ ଓ ନିଜ ପରିବାର ସୁସ୍ଥ ରହିବା ପାଇଁ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା |


  • ନିଜ ଶରୀରର ଯତ୍ନ ନେବା (ଦାନ୍ତ ଘଷିବା, ନଖ କାଟିବା ,ମୁଣ୍ଡ କୁଣ୍ଡାଇବା )


  • ନିୟମିତ ବ୍ୟାୟାମ କରିବା , ଡାକ୍ତରଙ୍କ ପରମାର୍ଶ ମାନିବା


  • ରୋଗ ହେଲେ ନିୟମିତ ଔଷଧ ଖାଇବା, ରୋଗୀର ଯତ୍ନ ନେବା


  • ଚିକିତ୍ସା ପରିଷ୍କାର ରଖିବା |


  • ଡାକଘର : ଡାକଘର ପୋଷ୍ଟମାଷ୍ଟର କିରାଣୀ , ଡାକ ପିଅନ କାର୍ଯ୍ୟ କରନ୍ତି |


  • ସଠିକ ଠିକଣା , ଚିଠି ଉପରେ ଲେଖି ନାଲି ଚିଠି ବାକ୍ସରେ ପକାଇଲେ ଚିଠି ପହଞ୍ଚାଇ ଦିଏ |


  • ଡାକଘରେ ଟଙ୍କା ଜମା ରଖିବାର ବ୍ୟବସ୍ଥା ଥାଏ |


  • ଶୃଙ୍ଖଳା ପ୍ରହରୀ : ଗାଆଁ ଓ ସହର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଥାଏ |


  • ଥାନାର ମୁଖ୍ୟଙ୍କୁ ଇନିସପେକ୍ଟର , ସହକାରୀ ସବ – ଇନିସପେକ୍ଟର , ହାବିଲଦାର, ଥାନା କର୍ମଚାରୀ |


  • ଜନଗହଳି ନିୟନ୍ତ୍ରଣ କରନ୍ତି | ଚୋରୀ ଜିନିଷ ଠାବ କରିଥାନ୍ତି |


  • ଟ୍ରାଫିକ୍ ପୋଲିସ ସହରରେ ଯାନବାହନ ଚଳାଚଳ, ନିୟନ୍ତ୍ରଣ କରନ୍ତି |


  • ଦମକଳ କେନ୍ଦ୍ର : ଦମକଳ କେନ୍ଦ୍ରର ଫୋନ ନମ୍ବର – ୧୦୧ |


  • ଘରେ ନିଆଁ ଲାଗିଗଲେ, କୂଅ ବା ପୋଖରୀରେ ଜୀବଜନ୍ତୁ ବା ମଣିଷ ପଡ଼ିଗଲେ ବା ବୁଡ଼ିଗଲେ ଦମକଳ କେନ୍ଦ୍ରର ସାହାଯ୍ୟ ନେବ ଦମକଳ କେନ୍ଦ୍ରରେ କେତୋଟି ପାଣି ପମ୍ପ ଲାଗିଥିବା ମଟରଗାଡ଼ି , ଶିଡି ଓ ନିଆଁ ଲିଭାଲି ଥାଆନ୍ତି |


  • ଅଜାଙ୍କ ବିଚାର ବଦଳିଲା :


  • ବ୍ୟାଙ୍କରେ ଟଙ୍କା ସଞ୍ଚୟ କରାଯାଏ |


  • ବ୍ୟାଙ୍କରେ ଟଙ୍କା , ସୁନା ଗହଣା ରଖିବା ନିରାପଦ |


  • ବିଭିନ୍ନ ପ୍ରକାର ସଞ୍ଚୟ ଯୋଜନାର ସୁବିଧା ମିଳେ |


  • ମ୍ୟାନେଜର ହେଉଛନ୍ତି ବ୍ୟାଙ୍କର ମୁଖ୍ୟ |


ଜଣେ ମ୍ୟାନେଜର ଜଣେ ହିସାବ ରକ୍ଷକ , ଜଣେ କୋଷାଧ୍ୟକ୍ଷ ସହ ଅନ୍ୟାନ୍ୟ କର୍ମଚାରୀ ଥାଆନ୍ତି |


  • ଆମରି ଶାସନ ଆମରି ହାତେ : କେତୋଟି ଗାଁକୁ ନେଇ ଗୋଟିଏ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ |


  • ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖିଆ | ସରପଞ୍ଚ ଜଣେ ଲୋକ ପ୍ରତିନିଧି ସରପଞ୍ଚଙ୍କ କାର୍ଯ୍ୟକାଳ ୫ ବର୍ଷ |


  • ଅଦାଲତ : ହାଇକୋର୍ଟରେ ଜଣେ ମୁଖ୍ୟ ବିଚାରପତି ଥାଆନ୍ତି |


  • ମୁଖ୍ୟ ବିଚାରପତିଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ବିଚାରପତି ଓ କର୍ମଚାରୀ ଥାଆନ୍ତି |


  • ଜମି , ସମ୍ବନ୍ଧୀୟ ମକଦ୍ଦୋମାର ବିଚାର ଓ ଫଏସଲା କରନ୍ତି |





Ratings
No reviews yet, be the first one to review the product.