- SCHOOL BOARDS
- BSE/CHSE ODISHA
- CLASS 3
- SOCIAL SCIENCE
- Odia Medium Class 3 Social Science Chapter-5 ପୁରାତନରୁ ନୂତନ (Puratanaru Nutana) Notes

Odia Medium Class 3 Social Science Chapter-5 ପୁରାତନରୁ ନୂତନ (Puratanaru Nutana) Notes

Language : Odia
LRNR provides this material totally free
Odia Medium Class 3 Social Science Chapter-5 ପୁରାତନରୁ ନୂତନ (Puratanaru Nutana) Notes
· ନିଆଁର ଜନ୍ମକଥା : ହଜାର ହଜାର ବର୍ଷ ତଳର କଥା ସେତେବେଳେ ପୃଥିବୀର ଚାରିଆଡେ ଘୋର ଜଙ୍ଗଲ ଥିଲା
· ଜଙ୍ଗଲରେ ବେଳେବେଳେ କାଠକୁ କାଠ ଘଷି ହୋଇ ଓ ବିଜୁଳି ମାରି ନିଆଁ ଲାଗିଯାଉଥିଲା |
ଆଦିମ ମଣିଷ ତା’ ପୂର୍ବରୁ ନିଆଁର ବ୍ୟବହାର ଜାଣି ନ ଥିଲା |
· ସେ ଦେଖିଲା ନିଆଁକୁ ଡରି ହିଂସ୍ରଜନ୍ତୁ ଦୌଡି ପଳାଉଛନ୍ତି |
· ନିଆଁ ପାଖରେ ବସିଲେ ଉଷୁମ ଲାଗୁଛି |
ପୁଣି ନିଆଁରେ ପୋଡି ଯାଇଥିବା ପଶୁ ପକ୍ଷୀଙ୍କ ମାଂସ ଅଧିକ ସୁଆଦିଆ ଲାଗୁଛି |
· ଦେଖିଲା ପଥରକୁ ପଥରରେ ଘଷି ନିଆଁ ବାହାର କଲା |
· କାଠକୁ କାଠ ଘଷିଲା |ଏହିପରି ଅନେକ ଚେଷ୍ଟା କରି କରି ଶେଷରେ ଆଜି ଦିଆସିଲି ବାହାରିଲା |
· ଦିଆସିଲି ବାହାରିଲା ପରେ ଏହ ସାହାଯ୍ୟରେ ଆମେ ସୁବିଧାରେ ନିଆଁର ବ୍ୟବହାର କରିପାରୁଛୁ |
· ଆଜକୁ ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ଏହିପରି କେତେଗୁଡିଏ ନଗର ସିନ୍ଧୁ ନଦୀ କୂଳରେ ଗଢି ଉଠିଥିଲା |
ତାକୁ ସିନ୍ଧୁ ସଭ୍ୟତା ବା ମହେଞ୍ଜୋଦାରୋ ସଭ୍ୟତା କହନ୍ତି |
· ସିନ୍ଧୁ ନଦୀ କୂଳରେ ମହେଞ୍ଜୋଦାରୋ ଓ ହରପ୍ପା ଅଞ୍ଚଳରେ ମାଟି ଖୋଳା ଯାଇ ଏଭଳି ସଭ୍ୟତାର ଚିହ୍ନଗୁଡିକ ମିଳିଛି |
· ବର୍ତ୍ତମାନ ଏହି ଅଞ୍ଚଳ ପାକିସ୍ଥାନରେ ଅବସ୍ଥିତ | ଏହା ହେଉଛି ଆମର ପ୍ରଥମ ସଭ୍ୟତା |
Truly Indian Brand
Truly Indian Brand