Odia Medium Class 4 Social Science Chapter-1 ସାମାଜିକ ଶୃଙ୍ଖଳା (Samajika Srunkhala) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-1 ସାମାଜିକ ଶୃଙ୍ଖଳା (Samajika Srunkhala) Notes


ସାମାଜିକ ଶୃଙ୍ଖଳା

  • ଯେଉଁ ସବୁ ଘଟଣା ହଠାତ୍ ଘଟି ଆମର କ୍ଷତି କରିଥାଏ ଓ ଆମକୁ ଦୁଃଖ ଦେଇଥାଏ, ତାହାକୁ ଆମେ ଦୁର୍ଘଟଣା କହିଥାଉ |


  • କ’ଣ କଲେ ଆମେ ଦୁର୍ଘଟଣାର ସମ୍ମୁଖୀନ ହେବାନାହିଁ : -


  • ଛୁରି , ପନିକି ଭଳି ଧାରୁଆ ଅସ୍ତ୍ରରେ କଟାକଟି କଲାବେଳେ ଅନ୍ୟମନସ୍କ ହେବାନାହିଁ |


ଚୁଲିଠାରୁ ଦୂରରେ ବସିବା | ନିଜ ଲୁଗାକାନୀରେ ରୋଷେଇ ଜିନିଷ ଧରିବା ନାହିଁ |


  • କୁରାଢୀରେ କାଠ ହାଣିଲାବେଳେ ବା ଫାଉଡ଼ାରେ ମାଟି ଖୋଳିଲାବେଳେ ସାବଧାନ ସହ କଳା ଚଳାଇବା ଯେପରି ଶରୀର କୌଣସି ଅଙ୍ଗ ମେସିନ ଭିତରେ ନ ପଶେ |


  • ଦୁର୍ଘଟଣା ର ପରବର୍ତ୍ତୀ ପଦକ୍ଷେପ : -


  • ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପୂର୍ବରୁ କେତେକ ସାଧାରଣ ଚିକିତ୍ସା ବ୍ୟବସ୍ଥା କରିବାକୁ ପଡିଥାଏ, ଯାହା ଫଳରେ ଲୋକଟିର ଦେହ ଅଧିକ ଖରାପ ହେବ ନାହିଁ |


  • ଏପରି ଚିକିତ୍ସାକୁ ପ୍ରାଥମିକ ଚିକିତ୍ସା କୁହାଯାଏ |
  • ହାଡ ଭାଙ୍ଗିଥିଲେ ସେହି ଭଙ୍ଗା ହାଡକୁ କାଠପଟା ଦେଇ ବାନ୍ଧି ହଲଚଲ ନ କରି ଡାକ୍ତରଙ୍କ ପାଖକୁ ପଠାଇଦେବା |
  • ପୋଡି ଯାଇଥିବା ଅଂଶକୁ ଥଣ୍ଡା ପାଣିରେ ପୋଡାଜଳା କମିବା ପର୍ଯ୍ୟନ୍ତ ବୁଡାଇ ରଖିବା |
  • ତୁଟୁକା ଚିକିତ୍ସା ନ କରି ଶୀଘ୍ର ଡାକ୍ତରଙ୍କ ପାଖକୁ ନେଇଯିବା |


Ratings
No reviews yet, be the first one to review the product.