Odia Medium Class 4 Social Science Chapter - 6- Part - 3 - ଆମ ସଂସ୍କୃତି (Ama Sanskruti) (Question & Answer)

Language : Odia

LRNR provides this material totally free

Odia Medium Class 4 Social Science Chapter - 6- Part - 3 - ଆମ ସଂସ୍କୃତି (Ama Sanskruti) (Question & Answer)


1.   ଆସ ଖାଲିଘର ପୂରଣ କରିବା |


ରାଜ୍ୟର ନାମ        ନୃତ୍ୟର ନାମ


ଆନ୍ଧ୍ରପ୍ରଦେଶ        କୁଚିପୁଡି


ଗୁଜୁରାଟ            ଗରବା


ତାମିଲନାଡୁ         ଭାରତନାଟ୍ୟମ୍


ମଣିପୁର           ମଣିପୁରୀ   

 

ଓଡ଼ିଶା            ଛଉନୃତ୍ୟ , ଓଡିଶୀରାଜସ୍ଥାନ ,ଘୁମରା


ଉତ୍ତରପ୍ରଦେଶ       କଥକ


ପଞ୍ଜାବ           ଭାଙ୍ଗଡା


2.   ନିମ୍ନଲିଖିତ ପ୍ରାଚୀନ କିର୍ତ୍ତୀଗୁଡିକ ପାଖରେ ସ୍ଥାନର ନାମ ଲେଖ |


ଯେପରି – ଜଗନ୍ନାଥ ମନ୍ଦିର – ପୁରୀ


କ) ଏଲୋରାଗୁମ୍ଫା – ମହାରାଷ୍ଟ୍ର


ଖ) କୁତବମିନାର – ଦିଲ୍ଲୀ


ଗ)ତାଜମହଲ – ଆଗ୍ରା


ଘ) ବୌଦ୍ଧ ବିହାର – ରତ୍ନଗିରି


ଙ) ଅଶୋକ ସ୍ତମ୍ଭ – ଉତ୍ତରପ୍ରଦେଶ


ଚ) ମିନାକ୍ଷୀ ମନ୍ଦିର – ମଦୁରାଇ


3.   “କ”ସ୍ତମ୍ଭର କେତେକ ପର୍ବର ନାମ “ଖ” ସ୍ତମ୍ଭରେ ସେହି ପର୍ବ ସମ୍ପର୍କିତ ରାଜୟଗୁଡିକର ନାମ ଦିଆଯାଇଛି | ଆସ ଠିକ୍ ପର୍ବ ସହ ସମ୍ପର୍କିତ ରାଜ୍ୟକୁ ଗାର ଟାଣିବା |


ବୈଶାଖୀ    ପଞ୍ଜାବ


ବିହୁ     ଆସାମ


ଦୁର୍ଗାପୂଜା    ପଶ୍ଚିମବଙ୍ଗ


ରଥଯାତ୍ରା    ଓଡ଼ିଶା


4.   ଆମ ଜାତୀୟ ସଂସ୍କୃତିକୁ ସମୃଦ୍ଧି କରୁଥିବା ଉପାଦାନ ଗୁଡିକର ନାମ ତଳ ଚିତ୍ରରେ ଲେଖ |

 







Ratings
No reviews yet, be the first one to review the product.