Odia Medium Class 4 Social Science Chapter-7 ଆମ ଜାତୀୟ ଏକତା ଓ ଆମେ (Ama Jatiya Ekata O Ame) Notes

Language : Odia

LRNR provides this material totally free

Odia Medium Class 4 Social Science Chapter-7 ଆମ ଜାତୀୟ ଏକତା ଓ ଆମେ (Ama Jatiya Ekata O Ame) Notes



ଧର୍ମର ନାମ – ହିନ୍ଦୁ               ଉପାସନା ସ୍ଥଳ – ମନ୍ଦିର            ଧର୍ମଗ୍ରନ୍ଥ – ଗୀତା

                    ମୁସଲମାନ                         ମସଜିଦ୍                   କୋରାନ

                    ଖ୍ରୀଷ୍ଟିୟାନ                            ଗୀର୍ଜା                   ବାଇବେଲ

                    ଶିଖ                               ଗୁରୁଦ୍ୱାର     ଗ୍ରନ୍ଥସାହେବ

ବୌଦ୍ଧ   ବୌଦ୍ଧ ବିହାର ତ୍ରିପିଟକ


  • ସ୍ଵଭାବ କବି ଗଙ୍ଗାଧର ମେହେର, ପଲ୍ଲୀ କବି ନନ୍ଦକିଶୋର ବଳ , କବିବର ରାଧାନାଥ ରାୟ, ଯୁକ୍ତକବି ମଧୁସୂଦନ ରାଓ , ବ୍ୟାସ କବି ଫକିର ମୋହନ ସେନାପତି , ଗଣକବି ବୈଷ୍ଣବ ପାଣି, ସନ୍ଥ କବି ଭୀମ ଭୋଇ, ଅତିବଡି ଜଗନ୍ନାଥ ଦାସ , ଶୂଦ୍ରମୁନି ଶାରଳା ଦାସ ପ୍ରଭୃତି କାବ୍ୟ କବିତା, ଗଳ୍ପ , ଏକାଙ୍କିକା ଓଡିଆ ସାହିତ୍ୟ ସମୃଦ୍ଧ କରିଛି |


  • ସ୍ଵାଧୀନତା ଦିବସ ,ସାଧାରଣ ତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ଆମ ଦେଶର ସବୁ ଅଞ୍ଚଳରେ ପାଳନ କରାଯାଏ |


  • ଓଡ଼ିଶାରେ ରଥଯାତ୍ରା , ପଞ୍ଜାବର ବୈଶାଖୀ , ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ର ପୋଙ୍ଗଲ , ଆସାମର ବିହୁ , ମହାରାଷ୍ଟ୍ରର ଗଣେଶ ପୂଜା ଏବଂ ପଶ୍ଚିମବଙ୍ଗର ଦୁର୍ଗାପୂଜା, ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ |


  • ଆମ ଜାତୀୟ ପଟାକକୁ ତ୍ରିରଙ୍ଗା ପତାକା କୁହାଯାଏ |


  • ଜନଗଣମନ ହେଉଛି ଆମ ଜାତୀୟ ସଙ୍ଗୀତ ଏବଂ ଅଶୋକ ଚକ୍ର ହେଉଛି ଆମର ଜାତୀୟ ସଂକେତ |


  • ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆମ ଦେଶର ଶାସନ ବିଧାୟକ ସଭା ଏହାକୁ ଜାତୀୟ ପତାକାର ମାନ୍ୟତା ଦେଇଛି |


  • ଜାତୀୟ ପତକା ମୁଖତଃ ତିନୋଟି ରଙ୍ଗ |



  • ଏହାର ଉପର ଭାଗର ନାରଙ୍ଗୀ , ମଝି ଭାଗର ରଙ୍ଗ ଧଳା , ତଳ ଭାଗର ରଙ୍ଗ ସବୁଜ | ମଝିରେ ଥିବା ଧଳା ରଙ୍ଗ ଉପରେ ଗୋଟିଏ ଚକ୍ର ଚିହ୍ନ ଅଛି |



Ratings
No reviews yet, be the first one to review the product.