- Home
- ଚତୁର୍ଥ ଅଧ୍ୟାୟ : ଇଉରୋପୀୟମାନଙ୍କର ଭାରତ ଆଗମନ
- Europiya Manankara Bharata Agamana ଇଉରୋପୀୟ ମାନଙ୍କର ଭାରତ ଆଗମନ Class 7 History Chapter 4 Notes
Last Updated: June 19, 2025
Europiya Manankara Bharata Agamana ଇଉରୋପୀୟ ମାନଙ୍କର ଭାରତ ଆଗମନ Class 7 History Chapter 4 Notes
Language: Odia
ଚତୁର୍ଥ ଅଧ୍ୟାୟ ଇଉରୋପୀୟମାନଙ୍କର ଭାରତ ଆଗମନ ଭାରତକୁ ଜଳପଥ ଆବିଷ୍କାର : ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରି ଏକ ଯୁଗାନ୍ତକାରୀ ଘଟଣା ସୃଷ୍ଟି କରିଥିଲେ | ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା; ମୂଲ୍ୟବାନ୍ ପଥର, ହାତୀଦାନ୍ତ ଆଦି ବିଳାସ ସାମଗ୍ରୀ ଇଉରୋପୀୟମାନଙ୍କର ଅତି ପ୍ରିୟ ହୋଇଥିବାରୁ ଏଗୁଡ଼ିକ ଭାରତରୁ ପ୍ରଚୁର ପରିମାଣରେ ଇଉରୋପୀୟ ଦେଶମାନଙ୍କୁ ରପ୍ତାନି ହେଉଥିଲା | ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ମାର୍କୋପୋଲେ ଏସିଆ ଭ୍ରମଣ କରି ସେ ନିଜକୁ ଫେରି ଭାରତର ହୀରା , ମୁକ୍ତା , ସୂକ୍ଷ୍ମ କାର୍ପାସ ବସ୍ତ୍ର ଓ ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ବର୍ଣ୍ଣନା କରିଥିଲେ , ଯାହାଦ୍ୱାରା ଇଉରୋପୀୟମାନେ ଭାରତକୁ ଆସିବାଲାଗି ଉତ୍ସାହିତ ହୋଇଥିଲେ | ପ୍ରଥମ ଶତାବ୍ଦୀରେ ରୋମ୍ ରେ ଶାସନ କରୁଥିବା ଅଗଷ୍ଟସ୍…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!