- Home
- ତୃତୀୟ ଅଧ୍ୟାୟ : ସଡ଼କ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ
- ସଡ଼କ ନିରାପତ୍ତା , ସଚେତନତା ଓ ଇନ୍ଧନ ସଂରକ୍ଷଣ - Class 10 - Political Science - Chapter - 3 - Notes
Last Updated: August 30, 2024
ସଡ଼କ ନିରାପତ୍ତା , ସଚେତନତା ଓ ଇନ୍ଧନ ସଂରକ୍ଷଣ - Class 10 - Political Science - Chapter - 3 - Notes
Language: Odia
ତୃତୀୟ ଅଧ୍ୟାୟ ସଡକ ନିରାପତ୍ତା , ସଚେତନତା ଓ ଇନ୍ଧନ ସଂରକ୍ଷଣ ଜନସଂଖ୍ୟା ବୃଦ୍ଧି, ବିକାଶ ପ୍ରକ୍ରିୟା, ସହରୀକରଣ, ଶିଳ୍ପାୟନ, ସଭ୍ୟତାର ଆଧୁନିକତା ଓ ଜୀବନ ଜୀବିକାର ବିବିଧତା ମଣିଷକୁ ଗତିଶୀଳ କରି ଚାଲିଛି | ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ଓ ପରିବହନ ଏକ ମୌଳିକ ଆବଶ୍ୟକତା | ସଡ଼କ ଦୁର୍ଘଟଣା ଅତି ସମ୍ବେଦନଶୀଳ ସମସ୍ୟା | ସଡ଼କ ଦୁର୍ଘଟଣା : ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା | ସଡ଼କ ଓ ପରିବହନ ବ୍ୟବସ୍ଥାରେ ପାଞ୍ଚଟି ପ୍ରମୁଖ ଉପାଦାନ ହେଉଛି – ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାର୍ଶ୍ୱିକ ଅବସ୍ଥା | ସଡ଼କର ଦୂରାବସ୍ଥା, ଗାଡିର ଯାନ୍ତ୍ରିକ ତ୍ରୁଟି, ଗାଡିଚାଳକ ଏବଂ ରାସ୍ତା ବ୍ୟବହାରକାରୀଙ୍କ ମାନବୀୟ ତ୍ରୁଟି ଓ ଖରାପ ପ୍ରାକୃତିକ ପରିବେଶ , ବିଶୃଙ୍ଖଳା ଯୋଗୁଁ ସଡ଼କ ଦୁର୍ଘଟଣା ହୋଇଥାଏ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!