- Home
- ପ୍ରଥମ ଅଧ୍ୟାୟ : ନୂତନ ଶକ୍ତିର ଅଭ୍ୟୁଦୟ
- Nutana Shaktira Abhyutthana Class 7History Chapter 1 Question and Answer
Last Updated: April 10, 2025
Nutana Shaktira Abhyutthana Class 7History Chapter 1 Question and Answer
Language: Odia
ପ୍ରଥମ ଅଧ୍ୟାୟ ନୂତନ ଶକ୍ତିର ଅଭ୍ୟୁତ୍ଥାନ ଐତିହାସିକମାନେ ଏବଂ ସେମାନଙ୍କରଉପାଦାନ : ଐତିହାସିକଉପାଦାନକୁ ବିଶ୍ଳେଷଣ କରି ଇତିହାସ ରଚନା କରାଯାଏ | ମଧ୍ୟଯୁଗରେଭାରତରଇତିହାସ ରଚନା କରିବା ପାଇଁ ବହୁ ଉପାଦାନ ରହିଛି | ତାହାକୁ ଆଧାର କରି ଐତିହାସିକମାନେ ତୁର୍କ ଆକ୍ରମଣ, ରାଜପୁତମାନଙ୍କର ଅଭ୍ୟୁଦୟ, ଗଙ୍ଗବଂଶର ଶାସନ, ଭକ୍ତି ଆନ୍ଦୋଳନ, ମୋଗଲମାନଙ୍କର ଶାସନ ଓ ଭାରତରେ ୟୁରୋପୀୟମାନଙ୍କର ଆଗମନ ଉପରେ ଆଲୋକପାତ କରିଛନ୍ତି | ମଧ୍ୟଯୁଗରେ ରଚିତ ପୁସ୍ତକ ସମ୍ପର୍କରେ ସୂଚନା : ରଚୟିତା ପୁସ୍ତକ କାହା ବିଷୟରେ ଆଲୋଚନା କରାଯାଇଛି ଫିର୍ଦ୍ଦୋସି ଶାହାନାମା ସୁଲତାନ ମାମୁଦ୍ ଙ୍କ ଶାସନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ | ମିନହାଜ – ଉଦ୍ଦିନ – ସିରାଜ ତବାକତ୍ – ଇ – ନାସିରୀ ମହମ୍ମଦ ଘୋରି, ଇଲତୁତମିସ୍ , ବଲବନ୍ ଙ୍କ ସମ୍ପର୍କରେ ଅମୀର…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!