- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-13 ଆବର୍ଜନାର ନିଷ୍କାସନ ଓ ସଦୁପଯୋଗ (Abarjanara Niskasana O Sadupajoga) Question Answers

Odia Medium Class 5 Social Science Chapter-13 ଆବର୍ଜନାର ନିଷ୍କାସନ ଓ ସଦୁପଯୋଗ (Abarjanara Niskasana O Sadupajoga) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-13 ଆବର୍ଜନାର ନିଷ୍କାସନ ଓ ସଦୁପଯୋଗ (Abarjanara Niskasana O Sadupajoga) Question Answers
୧. ଅଦରକାରୀ କାଗଜରୁ ପ୍ରସ୍ତୁତ ଯେକୌଣସି ତିନୋଟି ଜିନିଷର ନାମ ଲେଖ |
ଉତ୍ତର : କାଗଜ ଡଙ୍ଗା , ଫୁଲ , ଘର ସଜେଇବା ସାମଗ୍ରୀ
୨. ନିମ୍ନୋକ୍ତ ଆବର୍ଜନା ମଧ୍ୟରୁ କେଉଁଟି ମାଟିରେ ସହଜରେ ମିଶିଯାଏ?
ଉତ୍ତର :କାଗଜ ଠୁଙ୍ଗା
୩. କେଉଁଟି ଆବର୍ଜନା ସୃଷ୍ଟି କରିବାରେ କମ୍ ସହାୟକ ହେବ ?
ଉତ୍ତର : ଲୁହା ଚଉକି
୪. ଆବର୍ଜନା ନିଷ୍କାସନ ନକଲେ କି କି ଅସୁବିଧା ହେବ ?
ଉତ୍ତର : ଆବର୍ଜନା ନିଷ୍କାସନ ନ କଲେ ପରିବେଶ ପ୍ରଦୂଷିତ ହେବ |
ଆବର୍ଜନା ଜମିରହିବା କାରଣରୁ ସେଥିରେ ଦୁଷିତ ଜିବାଣୁମାନେ ଆସି ଖାଦ୍ୟରେ ବସନ୍ତି |
ଯାହାଫଳରେ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ସୃଷ୍ଟି ହୁଏ |
୫. ପୌରାଞ୍ଚଳରେ ଆବର୍ଜନା ନିଷ୍କାସନ ପାଇଁ କି କି ବ୍ୟବସ୍ଥା କରାଯାଉଛି ?
ଉତ୍ତର : ପୌରାଞ୍ଚଳ ଦ୍ଵାରା ସାହି ସାହିରେ ଆବର୍ଜନା କୁଣ୍ଡ ରଖାଯାଇ ଥାଏ |
- ପୌରାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ସେସବୁକୁ ଏକାଠି କରି ରାସ୍ତାଘାଟକୁ ପରିଷ୍କାର କରି ଆବର୍ଜନା କୁଣ୍ଡରେ ପକାନ୍ତି |
- ସବୁ ଆବର୍ଜନାକୁ ଏକାଠି କରି ଦୁରସ୍ଥାନରେ ଜମାକରି ଶୁଖିଗଲେ ପୋଡିଦିଆଯାଏ |
- ଓଦା ଓ ଶୁଖିଲା ଆଳିଆକୁ ଅଲଗା ଅଲଗା ସ୍ଥାନରେ ପକାଯାଏ |
୬. ତୁମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନପରେ କେଉଁସବୁ ଆବର୍ଜନା ବାହାରିଥାଏ ?
ଉତ୍ତର : କାଗଜ , ପିଳାଛାଡ଼ିଥିବା ଖାଦ୍ୟ , ବିସ୍କୁଟ ଜରୀ
Truly Indian Brand