- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-14 ବିପର୍ଯ୍ୟୟ ଓ ସୁରକ୍ଷା (Biparjyaya O Surakhya) Question Answers

Odia Medium Class 5 Social Science Chapter-14 ବିପର୍ଯ୍ୟୟ ଓ ସୁରକ୍ଷା (Biparjyaya O Surakhya) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-14 ବିପର୍ଯ୍ୟୟ ଓ ସୁରକ୍ଷା (Biparjyaya O Surakhya) Question Answers
Chapter - 14 - ବିପର୍ଯ୍ୟୟ ଓ ସୁରକ୍ଷା
1. ନିମ୍ନ ଚିତ୍ରଟିକୁ ଲକ୍ଷ୍ୟକରି ପ୍ରଶ୍ନଗୁଡିକର ଉତ୍ତର ଦିଅ |
ଏହା ଭୂମିକମ୍ପର ଚିତ୍ର |
ଏହି ବିପର୍ଯ୍ୟୟ ଫଳରେ କି କି କ୍ଷତି ହୋଇଥାଏ |
· ବଡ ବଡ କୋଠା ଭାଙ୍ଗିଯାଏ |
· ଅନେକ କ୍ଷୟକ୍ଷତି ହୁଏ |
· ଧନଜୀବନ ନଷ୍ଟ ହୁଏ |
· ଲୋକମାନେ ମୃତ୍ୟୁବରଣ କରନ୍ତି |
କି କି ସାବଧାନତା ନିଆଯାଇପାରିବ |
· ଭୂମିକମ୍ପ ସମୟରେ ଖୋଳାସ୍ଥାନକୁ ପଳେଇବା ଆବଶ୍ୟକ |
· ଘର ଭିତରେ ନରହି ପଦାକୁ ବାହାରିଯିବ |
· କାନ୍ଥ ପାଖରେ ଛିଡା ନ ହେବା ଆବଶ୍ୟକ |
୨. ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡିକୁ ଉପଯୁକ୍ତ କଠୋରିରେ ଲେଖ |
ଭୂମିକମ୍ପ :
· ଛାତ ତଥା କାନ୍ଥରେ ଲାଗିଥିବା ଜିନିଷଗୁଡିକରୁ ଦୂରରେ ରୁହ |
· ବିଦ୍ୟାଳୟ ବା ଘର ଭିତରେ ଥିଲେ ତୁରନ୍ତ ଖୋଲା ଜାଗାକୁ ଯାଅ |
ବାତ୍ୟା :
· ଅତ୍ୟାବଶ୍ୟକ ଜିନିଷ ନିଜ ସାଥିରେ ନିରାପଦ ସ୍ଥାନକୁ ନେଇଯିବା |
· ଖୋଲା ସ୍ଥାନରେ ଥିବାବେଳେ ତୁରନ୍ତ ପକ୍କାଘରକୁ ଚାଲିଯାଅ |
Truly Indian Brand