• SCHOOL BOARDS
  • BSE/CHSE ODISHA
  • CLASS 5
  • SOCIAL SCIENCE
  • Odia Medium Class 5 Social Science Chapter-3 ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ଅଭ୍ୟାସ (Khadya Utpadana O Anyanya Khetrare Karjyarata Karmajibi) Question Answers

Odia Medium Class 5 Social Science Chapter-3 ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ଅଭ୍ୟାସ (Khadya Utpadana O Anyanya Khetrare Karjyarata Karmajibi) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-3 ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ଅଭ୍ୟାସ (Khadya Utpadana O Anyanya Khetrare Karjyarata Karmajibi) Question Answers



୧. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |


କ) __________ ବସ୍ ର ମରାମତି କରନ୍ତି |


ଡ୍ରାଇଭର

ମେକାନିକ୍

କଣ୍ଡକ୍ଟର

ପାଇଲଟ


ଖ) ଲଞ୍ଚ, ଷ୍ଟିମର ___________ ପଥରେ ଯାତାୟାତ କରେ |


ସ୍ଥଳପଥ

ଜଳପଥ

ଅକାଶପଥ

ରାଜପଥ


ଗ) ଉଡ଼ାଜାହାଜ ଚାଳକଙ୍କୁ __________ କୁହାଯାଏ |

ପାଇଲଟ୍

ଡ୍ରାଇଭର

କ୍ୟାପଟେନ୍

କଣ୍ଡକ୍ଟର


ଘ) _______ ରାସ୍ତାରେ ଯାନବାହାନ ନିୟନ୍ତ୍ରଣ କରିଥାଏ |


ପାଇଲଟ୍

ଟ୍ରାଫିକପୁଲିସ

କ୍ୟାପଟେନ୍

କଣ୍ଡକ୍ଟର


୨. ସ୍ତମ୍ଭ ମିଳନ କର |


“କ”ସ୍ତମ୍ଭ    “ଖ”ସ୍ତମ୍ଭ


ନାଉରି     ନୌକା

ପରିଚାରିକା   ଉଡାଜାହାଜ

ନାବିକ     ଜଳଜାହାଜ

ଡ୍ରାଇଭର    ବସ୍

ଟ୍ରାଫିକ୍ ପୁଲିସ୍  ରିକ୍ସା


୩. କିଏ କେଉଁଠାରେ କି କାମ କରନ୍ତି ?

 

କିଏ କେଉଁଠାରେ କ’ଣ କାମ କରନ୍ତି

ପରିଚାରିକା ଉଡ଼ାଜାହାଜରେବିମାନ ଭିତରେ ଆମର ଯାତ୍ରା ସମୟର ଆବଶ୍ୟକ ପଦାର୍ଥ ଯୋଗାଇଥାନ୍ତି ବିମାନ ଭିତରେ ଆମର ଯାତ୍ରା ସମୟର ଆବଶ୍ୟକ ପଦାର୍ଥ ଯୋଗାଇଥାନ୍ତି



ହେଲ୍ପର ଗାଡିକୁ ଜିନିଷପତ୍ର ଉଠାନ୍ତି ଓ ଲୋକଙ୍କୁ ସାହାଯ୍ୟ କରନ୍ତି | ଗାଡି ରହିବା ଓ ଛାଡିବା ସଂକେତ ଦିଅନ୍ତି |

       

୪. ତୁମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟତ୍ରୀ କି କି କାର୍ଯ୍ୟ କରନ୍ତି ସେ ସବୁ କାର୍ଯ୍ୟ ଲକ୍ଷ୍ୟ କର ଓ ସେ ସମ୍ପର୍କରେ ଲେଖ |

ଉତ୍ତର : ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟର ସୁସ୍ଥ ପରିବେଶ ବିଷୟରେ ଧ୍ୟାନ ଦିଅନ୍ତି |


ବିଦ୍ୟାଳୟର ସମ୍ପୂର୍ଣ୍ଣ ଦାୟିତ୍ଵ ସେ ବହନ କରନ୍ତି |


ପିଲାମାନଙ୍କର ପାଠ ପଢା ପ୍ରତି ଦୃଷ୍ଟି ଦିଅନ୍ତି |








Ratings
No reviews yet, be the first one to review the product.