Odia Medium Class 5 Social Science Chapter-4 ଆମ ଦେଶ ଓ ଆମ ପୃଥିବୀ (Ama Desa O Ama Pruthibi) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-4 ଆମ ଦେଶ ଓ ଆମ ପୃଥିବୀ (Ama Desa O Ama Pruthibi) Question Answers


1. ଗୋଟିଏ ଶବ୍ଦରେ ଉତ୍ତର ଲେଖ |


କ) ଭାରତ କେଉଁ ମହାଦେଶରେ ଅଛି ?

ଉତ୍ତର : ଏସିଆ ମହାଦେଶ


ଖ) ମକରକ୍ରାନ୍ତି କେଉଁ ଗୋଲାର୍ଦ୍ଧରେ ଅଛି ?

ଉତ୍ତର : ଦକ୍ଷିଣ ଗୋଲାର୍ଦ୍ଧ


ଗ) କର୍କଟକ୍ରାନ୍ତି କେଉଁ ଗୋଲାର୍ଦ୍ଧରେ ଅଛି ?

ଉତ୍ତର : ଉତ୍ତର ଗୋଲାର୍ଦ୍ଧ


ଘ)କେଉଁଟି ଭାରତର ପଶ୍ଚିମରେ ଅବସ୍ଥିତ ପଡୋଶୀ ଦେଶ ?

ଉତ୍ତର : ପାକିସ୍ଥାନ


ଙ) ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରୁଥିବା କାଳ୍ପନିକ ବୃତ୍ତର ନାମ ?

ଉତ୍ତର : ବିଷୁବ ବୃତ୍ତ


ଚ) କେଉଁ ରଙ୍ଗଟି ଗ୍ଲୋବରେ ଜଳଭାଗ ସୂଚାଉ ଅଛି ?

ଉତ୍ତର : ନୀଳରଙ୍ଗ


ଛ) ଗ୍ଲୋବରେ ସୁମେରୁ ଦକ୍ଷିଣକୁ କେଉଁ ବୃତ୍ତ ଅଛି ?

ଉତ୍ତର : କୁମେରୁ ବୃତ୍ତ


2. ଆମ ପୃଥିବୀରେ ଥିବା ମହାଦେଶ ମହାସାଗର ଗୁଡିକର ନାମ ଲେଖ |


ମହାଦେଶ ଗୁଡିକ ହେଲା : - ଏସିଆ , ଇଉରୋପ , ଆଫ୍ରିକା , ଅଷ୍ଟ୍ରେଲିଆ , ଉତ୍ତର ଆମେରିକା , ଦକ୍ଷିଣ ଆମେରିକା , ଆଣ୍ଟାର୍କଟିକା


ମହାସାଗର ଗୁଡିକ ହେଲା : - ପ୍ରଶାନ୍ତ ମହାସାଗର , ଆଟଲାଣ୍ଟିକ ମହାସାଗର , ଭାରତ ମହାସାଗର , ଉତ୍ତର ମହାସାଗର , ଦକ୍ଷିଣ ମହାସାଗର |


3. ତଳେ ଦିଆଯାଇଥିବା ଚିତ୍ରରେ ମକରକ୍ରାନ୍ତି , କର୍କଟ କ୍ରାନ୍ତି , ସୁମେରୁ , ବିଷୁବ ରେଖା , କୁମେରୁ ବୃତ୍ତ , ସୁମେରୁ ବୃତ୍ତ ର ନାମ |


4. ଭାରତର ସୀମାକୁ ଲାଗିଥିବା ଦେଶର ନାମ , ସାଗରର ନାମ ଓ ମହାସାଗର ନାମ ଲେଖ |


ଦେଶ        ସାଗର / ମହାସାଗର

ପାକିସ୍ଥାନ    ଆରବସାଗର

ବଙ୍ଗଳାଦେଶ   ବଙ୍ଗୋପସାଗର

ଚୀନ      ଭାରତ ମହାସାଗର

ମିଆଁମାର

ନେପାଳ

ଶ୍ରୀଲଙ୍କା

ଭୁଟାନ

 

5. ଅଲଗାଟିକୁ ବାଛି ପାଖ କୋଠରୀରେ ଲେଖ |


କ) ବିଷୁବରେଖା , ମକରକ୍ରାନ୍ତି , ସୁମେରୁ , ସୁମେରୁ ବୃତ୍ତ


ଖ) ଇଉରୋପ , ଆଫ୍ରିକା , ପାକିସ୍ଥାନ , ଅଷ୍ଟ୍ରେଲିଆ


ଗ) ଚୀନ , ମିଆଁମାର , ବଙ୍ଗଳାଦେଶ , ଥାଇଲାଣ୍ଡ


6. ଶୂନ୍ୟସ୍ଥାନ ପୂରଣ କର |


କ) ପୃଥିବୀରେ ଟି ମହାଦେଶ ଅଛି |


ଖ) ପୃଥିବୀରେ ଟି ମହାସାଗର ଅଛି |


ଗ) ଭାରତର ଦକ୍ଷିଣରେ ଥିବା ମହାସାଗରଟିର ନାମ ଭାରତ ମହାସାଗର |


ଘ) ପୃଥିବୀରେ ଜଳପ୍ରାୟ ଭାଗ ଓ ସ୍ଥଳ ପ୍ରାୟ |


ଙ) ପୃଥିବୀରେ ଆଫ୍ରିକା / ଦକ୍ଷିଣ ଆମେରିକା ମହାଦେଶଟି ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ |


ଚ) ଭାରତର ଦକ୍ଷିଣରେ ଥିବା ମହାସାଗରଟିର ନାମ ଭାରତ ମହାସାଗର |

 

7. ଗୋଲାର୍ଦ୍ଧ         ମହାଦେଶ


ଉତ୍ତର ଗୋଲାର୍ଦ୍ଧ     ଉତ୍ତର ଆମେରିକା , ଇଉରୋପ , ଏସିଆ

ଦକ୍ଷିଣ ଗୋଲାର୍ଦ୍ଧ     ଆଣ୍ଟାର୍କଟିକା , ଅଷ୍ଟ୍ରେଲିଆ

ଉଭୟ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଆମେରିକା , ଆଫ୍ରିକା

ଦକ୍ଷିଣ ଗୋଲାର୍ଦ୍ଧ

ଆମ ଦେଶର ଭୂମିରୁପ ଓ ଜଳବାୟୁ

ଖାଲିସ୍ଥାନରେ ପ୍ରତ୍ୟେକର ନାମ ଲେଖ |

ଆରବସାଗରରେ ଅବସ୍ଥିତ ଦ୍ଵୀପପୁଞ୍ଜ |

ଲାକ୍ଷାଦ୍ଵୀପ ପୁଞ୍ଜ

ଭାରତର ବୃହତ ମରୁଭୁମି |

ଥର ମରୁଭୁମି 


Ratings
No reviews yet, be the first one to review the product.