Odia Medium Class 6 Geography Chapter-6(Part-1) Pruthibira Mahadesa (ପୃଥିବୀର ମହାଦେଶ : ଏସିଆ) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa (ପୃଥିବୀର ମହାଦେଶ : ଏସିଆ) Question & Answer

ପୃଥିବୀର ମହାଦେଶ : ଏସିଆ


1.   ଗୋଟିଏ ବାକ୍ୟରେ ଉତ୍ତର ଲେଖ |


a)    ପୃଥିବୀର ବୃହତ୍ତମ ପର୍ବତଶ୍ରେଣୀର ନାମ କ’ଣ ?

ହିମାଳୟ ପର୍ବତଶ୍ରେଣୀ


b)   ପୃଥିବୀର ଉଚ୍ଚତମ ଶୃଙ୍ଗର ନାମ ଲେଖ |

ଏଭେରେଷ୍ଟ


c)   କେଉଁ ଜଳପଥ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଛି ?

ସୁଏଜ କେନାଲ


d)   ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅବସ୍ଥିତ ?

ଭାରତମହାସାଗର


e)   କେଉଁ ମାଳଭୂମିକୁ ପୃଥିବୀର ଛାତ କୁହାଯାଏ ?

ପାମିର ମାଳଭୂମି


2.   ଶୂନ୍ୟସ୍ଥାନ ପୂରଣ କର |


a)   ଏସିଆ ମହାଦେଶର ପଶ୍ଚିମରେ ଇଉରୋପ ମହାଦେଶ ଅବସ୍ଥିତ |


b)   ଏସିଆର ତୃଣଭୂମିକୁ ଷ୍ଟେପୀ କୁହାଯାଏ |


c)   ତୁନ୍ଦରାଞ୍ଚଳରେ ବଲଗାହରିଣ ପ୍ରାଣୀ ବସ କରେ |


d)   ମରୁଭୁମି ଅଞ୍ଚଳରେ ସିଝୁ ଉଦ୍ଭିଦ ମିଳେ |


e)   ପାହାଡିଆ ଅଞ୍ଚଳରେ ୟାକ୍ ଦେଖିବାକୁ ମିଳେ |


3.   ଏସିଆ ମହାଦେଶକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ କାହିଁକି ?


ବିଭିନ୍ନ ଭୂଗୋଳିକ କାରଣ ଯେପରିକି ଅତ୍ୟଧିକ ତାପମାତ୍ରା, ଅଧିକ ବୃଷ୍ଟି, ନିମ୍ନ ତାପମାତ୍ରା ଇତ୍ୟାଦି ଏସିଆ ମହାଦେଶର ବିଭିନ୍ନ ଅଂଶରେ ଦେଖାଯାଇଥାଏ |

ବିଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ଭାଷାଭାଷୀ ଓ ବେଶପୋଷାକ ପିନ୍ଧୁଥିବା ଲୋକ ଏସିଆ ମହାଦେଶରେ ବାସ କରନ୍ତି | ତେଣୁ ଏସିଆ ମହାଦେଶକୁ ବୈଚିତ୍ରମୟ ମହାଦେଶ କୁହାଯାଏ |


Ratings
No reviews yet, be the first one to review the product.