Odia Medium Class 6 Geography Chapter-6(Part-3) Pruthibira Mahadesa (ପୃଥିବୀର ମହାଦେଶ : ଉତ୍ତର ଆମେରିକା) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa (ପୃଥିବୀର ମହାଦେଶ : ଉତ୍ତର ଆମେରିକା) Question & Answer

ଉତ୍ତର ଆମେରିକା


ଉତ୍ତର ଲେଖ |


1.   ଉତ୍ତର ଆମେରିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇଛି ?


a)   ଉତ୍ତର ଆମେରିକାକୁ ଚାରିଗୋଟି ବିଭାଗରେ ବିଭକ୍ତ କରାଯାଇଛି ଯଥା :-


b)   ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତଳ ଭାବରେ ରକି ପର୍ବତ ଶ୍ରେଣୀ


c)   ପୂର୍ବ ଉପକୂଳରେ ଆଟଲାଣ୍ଟିକ ମାହାସାଗ୍ର କୂଳରେ ଆପେଲେସିଆନ ପର୍ବତ ଶ୍ରେଣୀ


d)   କେନ୍ଦ୍ରଭାଗରେ ବୃହତ ସମତଳ ଭୂମି


e)   ଉତ୍ତର ପୂର୍ବ ଭାଗରେ କାନାଡା ମାଳଭୂମି


2.   ଉତ୍ତର ଆମେରିକାରେ ପ୍ରବାହିତ ଚାରିଗୋଟି ନଦୀର ନାମ ଲେଖ |


A:-ମିଶୋରି, ମିସିସିପି, ସେଣ୍ଟଲରେନ୍ସ ଓ କଲମ୍ବିଆ


3.   ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ କି ପ୍ରକାର ଉଦ୍ଭିଦ ଦେଖାଯାଏ ?


A:-ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହିମାଙ୍କ ଉର୍ଦ୍ଧ୍ଵରେ ମାତ୍ର 10° ସେଲସିଅସ୍ ମଧ୍ୟରେ ରହୁଥିବାରୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ |


4.   ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟ ପ୍ରାଣୀ ଦୁଇଟିର ନାମ ଲେଖ |


A:-ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟ ପ୍ରାଣୀ ଦୁଇଟିର ନାମ ହେଲା ବିଅର ଧଳା କୋକିଶିଆଳି |


5.   ଉତ୍ତର ଆମେରିକାରେ ଅବସ୍ଥିତ 4 ଟି ଦେଶର ନାମ ଲେଖ |


A:-କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ନିକାରାଗୁଆ |


6.   ଶୂନ୍ୟସ୍ଥାନ ପୂରଣ କର


a)   ଉତ୍ତର ଆମେରିକାରେ ଥିବା ତୃଣଭୂମିକୁ ପ୍ରେରୀ କୁହାଯାଏ |


b)   ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ ୱାଶିଙ୍ଗଟନ ଡିସି ଅଟେ |


c)   ଉତ୍ତର ଆମେରିକାର ପଶ୍ଚିମରେ ପ୍ରଶାନ୍ତ ମହାସାଗର ଅଛି |


d)   କ୍ଷେତ୍ରଫଳ ଦୃଷ୍ଟିରୁ ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ |


e)   ଉତ୍ତର ଆମେରିକାର ବୃହତ୍ ଗୋପାଳନ କେନ୍ଦ୍ରକୁ ରେଞ୍ଚ କୁହାଯାଏ |



Ratings
No reviews yet, be the first one to review the product.