Odia Medium Class 6 Geography Chapter-6(Part-4) Pruthibira Mahadesa (ପୃଥିବୀର ମହାଦେଶ : ଦକ୍ଷିଣ ଆମେରିକା ) Notes

Language : Odia

LRNR provides this material totally free

Odia Medium Class 6 Geography Chapter-6(Part-4) Pruthibira Mahadesa (ପୃଥିବୀର ମହାଦେଶ : ଦକ୍ଷିଣ ଆମେରିକା ) Notes


ଦକ୍ଷିଣ ଆମେରିକା


  • ·    ଦକ୍ଷିଣ ଆମେରିକା ମହାଦେଶ ଉତ୍ତର ଆମେରିକାର ଦକ୍ଷିଣକୁ ଅବସ୍ଥିତ |


  • ·    ଯୋଜକ - ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଟି ଦୁଇଟି ବୃହତ ସ୍ଥଳଭାଗକୁ ଯୋଗ କରେ |


  • ·    ନଦୀ - ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥିବୀର ବୃହତ୍ତମ ନଦୀ |


  • ·    ସୁନାବ୍ୟା - ଯେଉଁ ନଦୀଗୁଡିକରେ ବର୍ଷସାରା ନୌଚାଳନା ସମ୍ଭବପର ହୋଇଥାଏ, ସେହିପରି ନଦୀକୁ ସୁନାବ୍ୟା କୁହାଯାଏ |


  • ଜଳବାୟୁ ଓ ପ୍ରାକୃତିକ ଉଦ୍ଭିଦ :-


  • ·    ଏହି ମହାଦେଶ ର ବିଷୁବ ବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ କୁମେରୁ ନିକଟବର୍ତ୍ତୀ ଅଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଅତ୍ୟଧିକ ଶୀତ ଅନୁଭୂତ ହୁଏ | ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୁଏ |


  • ·    ଏହି ମହାଦେଶର ଚିରହରିତ ଅରଣ୍ୟକୁ ସେଲଭା ଓ ତୃଣଭୂମିକୁ ସାଭାନ୍ନା କୁହାଯାଏ |


  • ·    ବ୍ରାଜିଲରେ ଏହି ସାଭାନ୍ନା ତୃଣଭୂମିକୁ କାମ୍ପୋସ୍, ଏବଂ ଓରିନାକୋ ନଦୀ ଉପତ୍ୟକାରେ ଲାନୋସ କୁହାଯାଏ |


  • ·    ଆର୍ଜେଣ୍ଟିନାରେ ନାତିଶୀତୋଷ୍ଣ ତୃଣଭୂମିକୁ ପମ୍ପସ କୁହାଯାଏ |


  • ପକ୍ଷୀ – ରିଆପକ୍ଷୀ


  • ·    ସରୀସୃପ, ମାଙ୍କଡ, ଜାଗୁଆର, ପୁମା ପଶୁ ଦେଖାଯାନ୍ତି |


  • ·    ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ ଏହି ମହାଦେଶର ଅଧବାସୀ |


  • ·    କୃଷି, ଗୋପାଳନ ଓ ମେଷପାଳନ ଏଠାକାର ଅଧିବାସୀଙ୍କର ପ୍ରଧାନ ଜୀବିକା |




Ratings
No reviews yet, be the first one to review the product.