Odia Medium Class 6 Science Chapter 11 Gati (ଗତି) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 11 Gati (ଗତି) Question & Answer

ଗତି



1.   ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ଅନୁଧ୍ୟାନ କର ଏବଂ ଭୁଲ୍ ଥିଲେ ଠିକ୍ କରି ଖାତାରେ ଲେଖ |


a)   ସମୟ ସହ ଦୂରତ୍ଵର ପରିବର୍ତ୍ତନକୁ ଗତି କୁହାଯାଏ | X


b)   ଗୋଟିଏ ଗତିଶୀଳ ସ୍କୁଟର ଚକ୍ର ଗତି କେବଳ ସରଳରୈଖିକ ଅଟେ | X


c)   ତୁମେ ଗୋଟେ ଟ୍ରେନ୍ ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍ ର ଶେଷ ଡବାରେ ବସିଛନ୍ତି | ତେଣୁ ତୁମ ବନ୍ଧୁ ତୁମ ପାଇଁ ଗତିଶୀଳ ଅଟନ୍ତି | X


d)   ତୁମ ପାଇଁ ସୂର୍ଯ୍ୟ ଗତିଶୀଳ ଅଟନ୍ତି | √


e)   ଅଗ୍ନି ସଂଯୋଗ କରିବା ପରେ ଚକ୍ରିବାଣ କେବଳ ବୃତ୍ତୀୟ ଅଟେ | X



2.   ସାଇକେଲଟି ଗତିଶୀଳ ଥିବା ବେଳେ ସେଥିରେ କି କି ପ୍ରକାର ଗତି ଦେଖାଯାଏ ?


. ସାଇକେଲଟି ଗତିଶିଳା ଥିବା ବେଳେ ସେଥିରେ ବୃତ୍ତୀୟ ଗତି, ସରଳ ରୈଖିକ ଗତି |



3.   ବୃତ୍ତୀୟ ଗତି ଓ ଆବର୍ତ୍ତୀ ଗତି ମଧ୍ୟରେ ଥିବା ସାମଞ୍ଜସ୍ୟ ଏବଂ ପାର୍ଥକ୍ୟ ଲେଖ | ପ୍ରତ୍ୟେକ ଗତି ପାଇଁ ଦୁଇଟି ଉଦାହରଣ ଦିଅ |


ସାମଞ୍ଜସ୍ୟ : -


ଆବର୍ତ୍ତୀ ଗତି ଓ ବୃତ୍ତୀୟ ଗତି ପ୍ରତ୍ୟେକରେ ବସ୍ତୁ ଗତି କରେ |


ପାର୍ଥକ୍ୟ :-


ଆବର୍ତ୍ତୀ ଗତିରେ ବସ୍ତୁ ନିଜ ଅକଶା ଚାରିପଟେ ଗତି କରିଥାଏ କିନ୍ତୁ ବୃତ୍ତୀୟ ଗତିରେ ବସ୍ତୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଚାରିପଟେ ଘୂର୍ଣ୍ଣନ କରେ |


ଆବର୍ତ୍ତୀଗତିର ଉଦାହରଣ – ନଟୁର ଗତି, ପୃଥିବୀ ନିଜ କକ୍ଷ ଚାରିପଟେ କରୁଥିବା ଗତି |


ବୃତ୍ତୀୟ ଗତିର ଉଦାହରଣ – ସୂର୍ଯ୍ୟ ଚାରିପଟେ ପୃଥିବୀର ଘୂର୍ଣ୍ଣନ, ବେଙ୍ଗଳାରେ ବଳଦମାନଙ୍କର ଗତି |



4.   ତୁମେ ଗୋଟିଏ ଗତିଶୀଳ ବସ୍ ଭିତରେ ବସିଥିବା ବେଳେ ,


a)   ବସ୍ ଟି ତୁମ ପାଇଁ ଗତିଶିଳା କି ?


. ନା, ଗତିଶୀଳ ନୁହେଁ l


b)   ରାସ୍ତାକଡରେ ଥିବା ଗଛ ତୁମ ପାଇଁ ଗତିଶୀଳ କି ?


. ହଁ, ଗତିଶୀଳ |



5.   କେଉଁ ଉପାୟରେ ତୁମେ ଗୋଟିଏ ପର୍ବତକୁ ତୁମ ପାଇଁ ଗତିଶୀଳ କରି ଦେଇପାରିବ ଲେଖ ? ଏ ବିଷୟରେ ତୁମର ଶିକ୍ଷକ ସହିତ ଆଲୋଚନା କର |


. ଆମେ ଟ୍ରେନ୍ କି ବସ୍ ରେ ଗତି କଲାବେଳେ ବାଟରେ ପର୍ବତ ପଡିଲେ ତାହା ଆମ ପାଇଁ ଗତିଶୀଳ ଅଟେ |

Ratings
No reviews yet, be the first one to review the product.