- Home
- ତୃତୀୟ ଅଧ୍ୟାୟ : ଅମ୍ଳ ,କ୍ଷାର ଓ ଲବଣ
- Amala, Khara O Labana( ଅମ୍ଳ , କ୍ଷାର ଓ ଲବଣ ) Class 7 Science Chapter 3 - Question & Answer
Last Updated: May 27, 2022
Amala, Khara O Labana( ଅମ୍ଳ , କ୍ଷାର ଓ ଲବଣ ) Class 7 Science Chapter 3 - Question & Answer
Language: Odia
Odia Medium Class 7 Science Chapter 3 ( ଅମ୍ଳ , କ୍ଷାର ଓ ଲବଣ ) Question & Answer ଅମ୍ଳ , କ୍ଷାର ଓ ଲବଣ 1. ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ | · ଅମ୍ଳୀୟ ପଦାର୍ଥ – ଭିନେଗାର, ଲେମ୍ବୁରସ, କମଳାରସ · କ୍ଷାରୀୟ ପଦାର୍ଥ – ଚୁନପାଣି, ସୋଡାପାଣି, ସାବୁନପାଣି 2. ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ | ଅମ୍ଳ : · ଅମ୍ଳ ଚାଖିଲେ ଖଟା ଲାଗେ | · ଅମ୍ଳ ନୀଳ ଲିଟମସ ଦ୍ରବଣକୁ ଲାଲ କରେ | · କ୍ଷାରୀୟ ଦ୍ରବଣ ଦ୍ଵାରା ପ୍ରଶମିତ ହୁଏ | · ଲେମ୍ବୁରସ, ଅଁଳା, ତେନ୍ତୁଳି, ଭିନେଗାର ଆଦିରେ ଅମ୍ଳ ଥାଏ | କ୍ଷାର : · କ୍ଷାରକୁ ଚାଖିଲେ କ୍ଷାରିଆ ଲାଗେ | · କ୍ଷାର ଲାଲ ଲିଟମସ ଦ୍ରବଣକୁ ନୀଳ କରେ | · ଅମ୍ଳୀୟ ଦ୍ରବଣ ଦ୍ଵାରା ପ୍ରଶମିତ ହୁଏ | · ସାବୁନ, ସୋଡା, କଦଳୀ ଆଦିରେ କ୍ଷାରକ ଥାଏ | 3. ଲିଟମସ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material