Skip to content

Bharatare Asahojoga Andolona O Odishare Ehara Prabhaba ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ Class 10 History Unit 1- Chapter 2- SET-2)

Medium · 10 questions

Showing 3 of 10 questions. Subscribe to practise the full test and see your score.

ଏହି ଅଧ୍ୟାୟର ପ୍ରଶ୍ନ ହେଉଛିଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ ପାଠରୁ ଆସିଛି |

Sample questions from this test

  1. 1. କାହା ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?
  2. 2. କେଉଁଠାରେ ଛାତ୍ରମାନଙ୍କ ଦ୍ଵାରା “ସ୍ଵରାଜ ସେବକ ସଂଘ” ପ୍ରତିଷ୍ଠା କରାଯାଇଥିଲା ?
  3. 3. ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ କେଉଁ ସମ୍ବାଦପତ୍ର ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ?

Ratings

No ratings yet.