Skip to content
Odia Jatiyatara Bikasha ଓଡିଆ ଜାତୀୟତାର ବିକାଶ Class 10 History - Unit 2 - Chapter - 1 - SET-2

Odia Jatiyatara Bikasha ଓଡିଆ ଜାତୀୟତାର ବିକାଶ Class 10 History - Unit 2 - Chapter - 1 - SET-2

Quiz Description

ଏହି ଅଧ୍ୟାୟର ପ୍ରଶ୍ନ ହେଉଛି ଓଡ଼ିଆ ଜାତୀୟତାର ବିକାଶ ପାଠରୁ ଆସିଛି |

Sample questions from this test

Showing 3 of 10 questions. Subscribe to practise the full test and see your score.

  1. ୧୮୫୮ ମସିହା ବେଳକୁ ଓଡ଼ିଶାରେ ସରକାରୀ ସାହାଯ୍ୟପ୍ରାପ୍ତ ତଥା ଜିଲ୍ଲା ସଦର ମହକୁମାର ବିଦ୍ୟାଳୟ ମିଶି ମୋଟ କେତୋଟି ବିଦ୍ୟାଳୟ ଥିଲା ?
  2. ୧୮୬୭ରେ କେଉଁ ଜିଲ୍ଲା ସ୍କୁଲକୁ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା ?
  3. ୧୮୬୮ ଜାନୁଆରୀ ୨୦ ତାରିଖରୁ କଟକ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ କେତେ ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ କରିଥିଲା ?

Ratings & Reviews

No reviews yet. Be the first to write one!