- Home
- ନବମ ଅଧ୍ୟାୟ : ଆସ ମିଶାଣ ଶିଖିବା
- Asa Mishana Sikhiba (ଆସ ମିଶାଣ ଶିଖିବା) Class 3 Maths ( Ganita Maja ) Chapter - 9 - SET-3

Asa Mishana Sikhiba (ଆସ ମିଶାଣ ଶିଖିବା) Class 3 Maths ( Ganita Maja ) Chapter - 9 - SET-3
Quiz Description
ସମାଧାନ କରନ୍ତୁ ଓଡିଆ ମାଧ୍ୟମ ଶ୍ରେଣୀ– ୩ୟ ( ଗଣିତ ମଜା ) ନବମ ଅଧ୍ୟାୟ “ ମିଶାଣ ଶିଖିବା” ବିଷୟର କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନପତ୍ର ସେଟ୍ ଗୁଡିକର ଏବଂ ଶୀଘ୍ର ଫଳାଫଳ ପାଆନ୍ତୁ | ଏହି ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ବି.ଏସ୍.ଇ ଓଡ଼ିଶା ବୋର୍ଡ, ଶ୍ରେଣୀ ତୃତୀୟ ଗଣିତ ବହି ଉପରେ ଆଧାରିତ | ସମାଧାନ ସହିତ ଏହି ଅନଲାଇନ୍ ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ଓଡିଆ ମିଡିୟମ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷଣ ପରୀକ୍ଷା କରିବା ସହିତ ଅଧ୍ୟାୟକୁ ଶୀଘ୍ର ସଂଶୋଧନ କରି ବିଷୟଟିକୁ ଭଲଭାବେ ବୁଝିବାରେ ଏବଂ ପରୀକ୍ଷାରେ ଅଧିକ ନମ୍ବର ରଖିବାରେ ସାହାଯ୍ୟ କରିବ | ଅଭ୍ୟାସ ସେଟ୍ ଗୁଡକ ସର୍ବଶେଷ ପାଠ୍ୟକ୍ରମ ଏବଂ ପରୀକ୍ଷା ଢାଞ୍ଚା ଅନୁଯାୟୀ ବିଷୟ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଏହି ପ୍ରଶ୍ନ ଉତ୍ତର ସେଟ୍ ସହଜ, ମଧ୍ୟମ ଏବଂ କଠିନ ତିନୋଟି ସ୍ତରରେ ଉପଲବ୍ଧ |Sample questions from this test
Showing 3 of 10 questions. Subscribe to practise the full test and see your score.
- ରବି ପାଖରେ ୨୨ ଟଙ୍କା ଥିଲା | ବାପା ତାକୁ ଆଉ ୧୨ ଟଙ୍କା ଦେଲେ | ତା’ ପାଖରେ ମୋଟ କେତେ ଟଙ୍କା ହେଲା ?
- ମିତା ଜନ୍ମ ହେଲା ବେଳକୁ ଗୀତାର ବୟସ ୪ ବର୍ଷ ହୋଇଥିଲା | ମିତାକୁ ୫ ବର୍ଷ ବେଳକୁ ଗୀତାର ବୟସ କେତେ ହେବ ?
- କେଉଁ ସଂଖ୍ୟାରୁ ୧୧ ବିୟୋଗ ଗଲେ ବିୟୋଗଫଳ ୨୨ ହେବ ?
Ratings & Reviews
No reviews yet. Be the first to write one!
Suggested Material
Resource
video
Free
General
video
Asa Mishana Sikhiba (ଆସ ମିଶାଣ ଶିଖିବା) Class 3 Maths ( Ganita Maja ) Chapter - 9
Video lesson
Lesson
Resource
quiz
Free
General
quiz
Asa Mishana Sikhiba (ଆସ ମିଶାଣ ଶିଖିବା) Class 3 Maths ( Ganita Maja ) Chapter - 9 - SET-1
Practice quiz
Practice
Resource
quiz
Free
General
quiz
Asa Mishana Sikhiba (ଆସ ମିଶାଣ ଶିଖିବା) Class 3 Maths ( Ganita Maja ) Chapter - 9 - SET-2
Practice quiz
Practice