ଅଧ୍ୟାୟ- 18 ମେଟ୍ରିକ ମାପ ପଦ୍ଧତି (SET-3)
Hard · 10 questions
Showing 3 of 10 questions. Subscribe to practise the full test and see your score.
ସମାଧାନ କରନ୍ତୁ ଓଡିଆ ମାଧ୍ୟମ ଶ୍ରେଣୀ – ୫ମ (ଗଣିତ ଧାରା) ଅଷ୍ଟାଦଶ ଅଧ୍ୟାୟ “ ମେଟ୍ରିକ ମାପ ପଦ୍ଧତି ” ବିଷୟର କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନପତ୍ର ସେଟ୍ ଗୁଡିକର ଏବଂ ଶୀଘ୍ର ଫଳାଫଳ ପାଆନ୍ତୁ | ଏହି ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ବି.ଏସ୍.ଇ ଓଡ଼ିଶା ବୋର୍ଡ, ଶ୍ରେଣୀ ପଞ୍ଚମ ଗଣିତ ବହି ଉପରେ ଆଧାରିତ | ସମାଧାନ ସହିତ ଏହି ଅନଲାଇନ୍ ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ଓଡିଆ ମିଡିୟମ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷଣ ପରୀକ୍ଷା କରିବା ସହିତ ଅଧ୍ୟାୟକୁ ଶୀଘ୍ର ସଂଶୋଧନ କରି ବିଷୟଟିକୁ ଭଲଭାବେ ବୁଝିବାରେ ଏବଂ ପରୀକ୍ଷାରେ ଅଧିକ ନମ୍ବର ରଖିବାରେ ସାହାଯ୍ୟ କରିବ | ଅଭ୍ୟାସ ସେଟ୍ ଗୁଡକ ସର୍ବଶେଷ ପାଠ୍ୟକ୍ରମ ଏବଂ ପରୀକ୍ଷା ଢାଞ୍ଚା ଅନୁଯାୟୀ ବିଷୟ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଏହି ପ୍ରଶ୍ନ ଉତ୍ତର ସେଟ୍ ସହଜ, ମଧ୍ୟମ ଏବଂ କଠିନ ତିନୋଟି ସ୍ତରରେ ଉପଲବ୍ଧ |
Sample questions from this test
- 1. ୧୦ ହେକ୍ଟୋଗ୍ରାମ୍ = ________ କିଲୋଗ୍ରାମ୍
- 2. ଗୋଟିଏ ବସ୍ତାରେ ୫୦ କି.ଗ୍ରା ସିମେଣ୍ଟ ଥିଲା | ଘରର କାନ୍ଥ ମରାମତି ପାଇଁ ୨୨ କି.ଗ୍ରା ୪୦୦ ଗ୍ରାମ୍ ଓ ଚଟାଣ ତିଆରି ପାଇଁ ୧୬ କି.ଗ୍ରା ୭୦୦ ଗ୍ରାମ ସିମେଣ୍ଟ ଦରକାର ହେଲା | ଆଉ କେତେ ସିମେଣ୍ଟ ବଳିଲା ?
- 3. ଦୁଇଟି ବସ୍ତାରେ ୨୦ କି.ଗ୍ରା ୫୦୦ ଗ୍ରାମ୍ ଓ ୧୫ କି.ଗ୍ରା ଚାଉଳ ଥିଲା | ଉଭୟ ବସ୍ତାର ଚାଉଳକୁ ଏକାଠି କରି ୫ ଜଣ ମଧ୍ୟରେ ବାଣ୍ଟିଲେ ପ୍ରତ୍ୟେକ ବ୍ୟକ୍ତି କେତେ ଚାଉଳ ପାଇଲେ ?
Ratings
No ratings yet.
