OAV-H.C.F ଏବଂ L.C.M. (ସେଟ୍-1)
Easy · 10 questions
ଏହି ପ୍ରଶ୍ନ ସେଟ୍ 10 ଟି ଏକାଧିକ ପସନ୍ଦ ପ୍ରଶ୍ନକୁ ନେଇ “H.C.F ଏବଂ L.C.M.” ଅଧ୍ୟାୟରୁ ଧାରଣ କରିଥାଏ | ଏହାର ସମାଧାନ କର ଏବଂ ବହୁତ କମ୍ ସମୟ ମଧ୍ୟରେ ତୁମର ଅଧ୍ୟୟନ ପରୀକ୍ଷା କର |
Questions in this test
- 1. ନିମ୍ନୋକ୍ତ ମଧ୍ୟରୁ କେଉଁଟି 12, 18, ଏବଂ 24 ର ସାଧାରଣ ଗୁଣନୀୟକ ହେବ ?
- 2. 12, 24, ଏବଂ 36 ର ଲଘିଷ୍ଟ ସାଧାରଣ ଗୁଣିତକ କେଉଁଟି ଅଟେ ?
- 3. 24, 36, ଏବଂ 60 ର ସର୍ବନିମ୍ନ ସାଧାରଣ ଗୁଣନୀୟକ ହେଉଛି ________|
- 4. ନିମ୍ନୋକ୍ତ ମଧୁରୁ କେଉଁଟି 27 ଏବଂ 45 ଦ୍ଵାରା ବିଭାଜିତ ହେବ ?
- 5. 80 ଏବଂ 105 ର ଗରିଷ୍ଠ ସାଧାରଣ ଗୁଣନୀୟକ କେଉଁଟି ଅଟେ ?
- 6. 24 ଏବଂ 32 ର ସର୍ବୋଚ୍ଚ ସାଧାରଣ ଗୁଣନୀୟକ କେଉଁଟି ଅଟେ ?
- 7. ନିମ୍ନୋକ୍ତ ମଧୁରୁ କେଉଁ ସର୍ବନିମ୍ନ ସଂଖ୍ୟା ଯାହାକି 20 ଏବଂ 80 ଦ୍ୱାରା ସଠିକ୍ ଭାବରେ ବିଭାଜିତ ହେବ ?
- 8. ନିମ୍ନଲିଖିତ ସଂଖ୍ୟା ମଧ୍ୟରୁ କେଉଁଟି 4, 5, ଏବଂ 6 ଦ୍ୱାରା ବିଭକ୍ତ?
- 9. 6, 12, ଏବଂ 16 ର ଗରିଷ୍ଠ ସାଧାରଣ ଗୁଣନୀୟକ କେଉଁଟି ଅଟେ ?
- 10. କେଉଁ ସର୍ବୋଚ୍ଚ ସଂଖ୍ୟାଟି 16 ଏବଂ 36 କୁ ସଂପୂର୍ଣ୍ଣ ଭାବରେ ବିଭକ୍ତ କରେ ?
Ratings
No ratings yet.
Suggested material
- Note OAV Answer Key 2024 Class 6 | OAV Entrance Exam Question Answer 2024 PDF Download
- Video Vedic Math Series Class 1 - Basic to Advance Level
- Quiz OAV-MATHEMATICS PREVIOUS PAPER (2017)
- Video Vedic Math Series Class 2 - Basic to Advance Level
- Quiz OAV-MATHEMATICS PREVIOUS PAPER (2018)
- Video Vedic Math Series Class 3 - Basic to Advance Level
