OAV-ସଂଖ୍ୟା ସିଦ୍ଧାନ୍ତ (ସେଟ୍-1)
Easy · 10 questions
ଏହି ପ୍ରଶ୍ନ ସେଟ୍ 10 ଟି ଏକାଧିକ ପସନ୍ଦ ପ୍ରଶ୍ନକୁ ନେଇ “ସଂଖ୍ୟା ସିଦ୍ଧାନ୍ତ” ଅଧ୍ୟାୟରୁ ଧାରଣ କରିଥାଏ | ଏହାର ସମାଧାନ କର ଏବଂ ବହୁତ କମ୍ ସମୟ ମଧ୍ୟରେ ତୁମର ଅଧ୍ୟୟନ ପରୀକ୍ଷା କର |
Questions in this test
- 1. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପାଞ୍ଚ ଅଙ୍କ ବିଶିଷ୍ଠ ବୃହତ୍ତମ ସଂଖ୍ୟା ?
- 2. 45601 ସଂଖ୍ୟାରେ 5 ର ସ୍ଥାନ ମୂଲ୍ୟ ହେଉଛି ____ |
- 3. ସଠିକ୍ ଚିହ୍ନକୁ ଦର୍ଶାଅ | :-99 + 100 (___) 100 - 99
- 4. 7342 ସଂଖ୍ୟାରେ 3 ର ସ୍ଥାନ ମୂଲ୍ୟ ___ |
- 5. 38590 ରେ ଅଙ୍କିତ ମୂଲ୍ୟ ଏବଂ ସ୍ଥାନୀୟ ମାନ ର 5 ମୂଲ୍ୟ କ’ଣ ହେବ ?
- 6. ସଂଖ୍ୟା 1 ରୁ 20 ର ସମଷ୍ଟି କେତେ ?
- 7. 2745 ରେ 7 ର ସ୍ଥାନୀୟ ମାନ ଏବଂ ଅଙ୍କିତ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ କେତେ ହେବ ?
- 8. ସମୁଦାୟ ତିନି ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି ?
- 9. କେଉଁ ବାକ୍ୟଟି ଠିକ ଅଟେ ?
- 10. କ୍ଷୁଦ୍ରତମ ସଂଖ୍ୟା ହେଉଛି ________|
Ratings
No ratings yet.
Suggested material
- Note OAV Answer Key 2024 Class 6 | OAV Entrance Exam Question Answer 2024 PDF Download
- Video Vedic Math Series Class 1 - Basic to Advance Level
- Quiz OAV-MATHEMATICS PREVIOUS PAPER (2017)
- Video Vedic Math Series Class 2 - Basic to Advance Level
- Quiz OAV-MATHEMATICS PREVIOUS PAPER (2018)
- Video Vedic Math Series Class 3 - Basic to Advance Level
