Skip to content
 OAV-ଲାଭ ଏବଂ କ୍ଷତି (ସେଟ୍-2)

OAV-ଲାଭ ଏବଂ କ୍ଷତି (ସେଟ୍-2)

Quiz Description

ଏହି ପ୍ରଶ୍ନ ସେଟ୍ 10 ଟି ଏକାଧିକ ପସନ୍ଦ ପ୍ରଶ୍ନକୁ ନେଇ “ଲାଭ ଏବଂ କ୍ଷତି” ଅଧ୍ୟାୟରୁ ଧାରଣ କରିଥାଏ | ଏହାର ସମାଧାନ କର ଏବଂ ବହୁତ କମ୍ ସମୟ ମଧ୍ୟରେ ତୁମର ଅଧ୍ୟୟନ ପରୀକ୍ଷା କର |

Questions in this test

  1. 100 ଘଣ୍ଟା କ୍ଷତିରେ ଏକ ଘଣ୍ଟା 500 ଟଙ୍କାରେ ବିକ୍ରି ହୋଇଥିଲା | ଯଦି 100 ଟଙ୍କା ଲାଭ କରିବାକୁ ପଡିବ ତେବେ ଏହାକୁ ବିକ୍ରି କରାଯିବା ଉଚିତ୍:
  2. ଏକ ଦ୍ରବ୍ୟ 1000 ଟଙ୍କାରେ ବିକ୍ରି ହେବା ଦ୍ଵାରା 200 ଟଙ୍କା ଲାଭ ହେଲା, ହେଲେ ଦ୍ରବ୍ୟ ମୂଲ୍ୟ କେତେ ?
  3. ଏକ ଦ୍ରବ୍ୟ 1500 ଟଙ୍କା ମୂଲ୍ୟରେ କିଣାଯାଇ 1250 ରେ ବିକ୍ରି ହେଲା | ଲାଭ କିମ୍ବା କ୍ଷତି ମୂଲ୍ୟ କେତେ ?
  4. ଜଣେ ବ୍ୟକ୍ତି 750 ଟଙ୍କା ମୂଲ୍ୟରେ ଏକ ଦ୍ରବ୍ୟ ବିକ୍ରୟ କରି 250 ଟଙ୍କା କ୍ଷତି ହୁଏ ତେବେ, ଦ୍ରବ୍ୟର ମୂଲ୍ୟ କେତେ ?
  5. ଯଦି ଦ୍ରବ୍ୟର ବିକ୍ରୟ ମୂଲ୍ୟ 452 ଏବଂ କ୍ରୟ ମୂଲ୍ୟ 500 ଅଟେ, ଲାଭ କିମ୍ବା କ୍ଷତିର ମୂଲ୍ୟ କେତେ ?
  6. ଜଣେ ଦୋକାନୀ ଗୋଟିଏ ଦ୍ରବ୍ୟ ବିକ୍ରୟ କରି 100 ଟଙ୍କା କ୍ଷତି ହୁଏ | ଯଦି ଗୋଟିଏ ଦ୍ରବ୍ୟର ମୂଲ୍ୟ 452 ଟଙ୍କା, ତ୍ବୀ ଦ୍ରବ୍ୟର ବିକ୍ରୟ ମୂଲ୍ୟ କେତେ ?
  7. 15 ଟଙ୍କା ଲାଭରେ ଗୋଟିଏ ଦ୍ରବ୍ୟ 125 ଟଙ୍କାରେ ବିକ୍ରି ହେଲା | ଦ୍ରବ୍ୟ ର ମୂଲ୍ୟ କେତେ ?
  8. ଜଣେ ଦୋକାନୀ 1500 ଟଙ୍କାରେ ଗୋଟିଏ ଦ୍ରବ୍ୟ କିଣି 1800 ଟଙ୍କାରେ ବିକ୍ରି କଲେ | ଦୋକାନୀଙ୍କର ଲାଭ କେତେ ?
  9. ଯଦି ଦ୍ରବ୍ୟ ର ବିକ୍ରୟ ମୂଲ୍ୟ 450 ଟଙ୍କା ଏବଂ ଲାଭ 30 ଟଙ୍କା ହୁଏ , ତେବେ ଦ୍ରବ୍ୟ ର ମୂଲ୍ୟ କେତେ ?
  10. ଗୋଟିଏ ଦ୍ରବ୍ୟର କ୍ରୟ ମୂଲ୍ୟ 126 ଟଙ୍କା | ଦ୍ରବ୍ୟଟିକୁ କେତେ ଟଙ୍କା ରେ ବିକ୍ରୟ କରିବାରୁ 24 ଟଙ୍କା କ୍ଷତି ହେଲା ?

Ratings & Reviews

No reviews yet. Be the first to write one!