- Home
- MATHEMATICS
- OAV-ସରଳୀକରଣ ଓ ହାରାହାରି କଳନା (ସେଟ୍-1)

OAV-ସରଳୀକରଣ ଓ ହାରାହାରି କଳନା (ସେଟ୍-1)
Quiz Description
ଏହି ପ୍ରଶ୍ନ ସେଟ୍ 10 ଟି ଏକାଧିକ ପସନ୍ଦ ପ୍ରଶ୍ନକୁ ନେଇ “ସରଳୀକରଣ ଓ ହାରାହାରି କଳନା” ଅଧ୍ୟାୟରୁ ଧାରଣ କରିଥାଏ | ଏହାର ସମାଧାନ କର ଏବଂ ବହୁତ କମ୍ ସମୟ ମଧ୍ୟରେ ତୁମର ଅଧ୍ୟୟନ ପରୀକ୍ଷା କର |Questions in this test
- 433 ର ନିକଟତମ ଦଶକ ସ୍ଥାନ ଦର୍ଶାଅ |
- 728 ର ନିକଟତମ ଦଶକ ସ୍ଥାନ ଦର୍ଶାଅ |
- 7250 ସଂଖ୍ୟାର ନିକଟତମ ଶତକ ସ୍ଥାନ ଦର୍ଶାଅ |
- 19.3 + 11.2 ଆନୁମାନିକ ମୂଲ୍ୟ କେତେ ?
- 27 ନିକଟତମ ଦଶକ ସ୍ଥାନ ଦର୍ଶାଅ |
- 333 ର ନିକଟତମ ଦଶକ ସ୍ଥାନଟି ଚିହ୍ନାଅ |
- 4528 ରୁ ପାଖାପାଖି ଶତକ ସ୍ଥାନଟି ଚିହ୍ନାଅ |
- 17.03 + 17.03 + 17.03 ର ଆନୁମାନିକ ମୂଲ୍ୟ କେତେ ?
- 6234 ରୁ ପାଖାପାଖି ହଜାରେ ସ୍ଥାନଟି ଦର୍ଶାଅ |
- 75.003 × 3.05 ର ଆନୁମାନିକ ମୂଲ୍ୟ କେତେ ?
Ratings & Reviews
No reviews yet. Be the first to write one!
Suggested Material
Resource
note
Free
General
note
OAV Answer Key 2024 Class 6 | OAV Entrance Exam Question Answer 2024 PDF Download
Study note
Study guide
Resource
video
Free
General
video
Vedic Math Series Class 1 - Basic to Advance Level
Video lesson
Lesson
Resource
quiz
Free
General
quiz
OAV-MATHEMATICS PREVIOUS PAPER (2017)
Practice quiz
Practice
Resource
video
Free
General
video
Vedic Math Series Class 2 - Basic to Advance Level
Video lesson
Lesson
Resource
quiz
Free
General
quiz
OAV-MATHEMATICS PREVIOUS PAPER (2018)
Practice quiz
Practice
Resource
video
Free
General
video
Vedic Math Series Class 3 - Basic to Advance Level
Video lesson
Lesson