- Home
- ପ୍ରଥମ ଅଧ୍ୟାୟ - ପ୍ରଥମ ପାଠ : ସମ୍ବଳ ଓ ତାହାର ବିକାଶ
- Sambala O Tahara Bikasa (ସମ୍ବଳ ଓ ତାହାର ବିକାଶ) Class 10 Geography - Unit-1- Chapter 1
Last Updated: January 7, 2023
Sambala O Tahara Bikasa (ସମ୍ବଳ ଓ ତାହାର ବିକାଶ) Class 10 Geography - Unit-1- Chapter 1
Language: Odia
ପ୍ରଥମ ଅଧ୍ୟାୟ ପ୍ରଥମ ପାଠ - ସମ୍ବଳ ଓ ତାହାର ବିକାଶ 1. ନିମ୍ନଲିଖିତଗୁଡିକର ଠିକ୍ ଉତ୍ତର ଲେଖ | କ . କେଉଁଟି ଅପୂରଣୀୟ ସମ୍ବଳ ? ଉ : କୋଇଲା ଖ. କେଉଁଟି ଗୋଷ୍ଠୀଗତ ସମ୍ବଳ ? ଉ : ଶ୍ମଶାନ 2. ପାର୍ଥକ୍ୟ ଦର୍ଶାଅ | କ. ନବୀକରଣ ଯୋଗ୍ୟ ସମ୍ବଳ : ଯେଉଁ ସମ୍ବଳ ମନୁଷ୍ୟ ଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ଵେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃଭରଣ କରାଯାଇପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ | ଉଦାହରଣ : ଜଳ, ମୃତ୍ତିକା ନବୀକରଣ ଅଯୋଗ୍ୟ ସମ୍ବଳ : ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ଵାରା ବା ଅନ୍ୟାନ୍ୟ କାରଣ ଦ୍ଵାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇ ନ ଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ | ଉଦାହରଣ :…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material