Skip to content
Samabala O Tahara Bikash (ସମ୍ବଳ ଓ ତା’ର ବିକାଶ) Class 10 Geography -Unit - 1 - Chapter - 1 -SET-2

Samabala O Tahara Bikash (ସମ୍ବଳ ଓ ତା’ର ବିକାଶ) Class 10 Geography -Unit - 1 - Chapter - 1 -SET-2

Quiz Description

ଏହି ଅଧ୍ୟାୟର ପ୍ରଶ୍ନ ସମ୍ବଳ ଓ ତା’ର ବିକାଶ ପାଠରୁ ଆସିଛି

Sample questions from this test

Showing 3 of 10 questions. Subscribe to practise the full test and see your score.

  1. ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଃଶେଷ ହୁଏ ନାହିଁ, ସେଗୁଡିକ ______ କୁହାଯାଏ ?
  2. ମନୁଷ୍ୟର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ତାକୁ ______ କୁହାଯାଏ ?
  3. ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇ ନଥାଏ, ତାଙ୍କୁ କୁହାଯାଏ ।

Ratings & Reviews

No reviews yet. Be the first to write one!