- Home
- ପ୍ରଥମ ଅଧ୍ୟାୟ - ତୃତୀୟ ପାଠ : ମୃତ୍ତିକା ସମ୍ବଳ
- Mrutika Sambala ମୃତ୍ତିକା ସମ୍ବଳ Class 10 Geography Chapter 3 - Unit 1 - Question and Answer
Last Updated: January 7, 2023
Mrutika Sambala ମୃତ୍ତିକା ସମ୍ବଳ Class 10 Geography Chapter 3 - Unit 1 - Question and Answer
Language: Odia
ପ୍ରଥମ ଅଧ୍ୟାୟ ତୃତୀୟ ପାଠ - ମୃତ୍ତିକା ସମ୍ବଳ 1. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ | କ) ମୃତ୍ତିକା ଗଠନର ବିଭିନ୍ନ ନିୟାମକ ଗୁଡିକ କ’ଣ ? ଯେଉଁ ମୌଳିକ ବସ୍ତୁଗୁଡିକ ମୃତ୍ତିକା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି , ସେଗୁଡିକୁ ମୃତ୍ତିକା ଗଠନର ନିୟାମକ ବା କାରକ କୁହାଯାଏ | ମୃତ୍ତିକା ଗଠନର କାରକ – ଶିଳାରେଣୁ , ଜୈବାଂଶ , ଜଳବାୟୁ ଭୂପୃଷ୍ଠର ଉଚ୍ଚବଚ ଇତ୍ୟାଦି | ମୃତ୍ତିକାର ଦୁଇଗୋଟି ବିଶେଷତ୍ଵ ପରିଲକ୍ଷିତ ହୋଇଥାଏ ; ଯଥା – ପ୍ରାକୃତିକ ବିଶେଷତ୍ଵ ଓ ରାସାୟନିକ ବିଶେଷତ୍ଵ | ପ୍ରାକୃତିକ ବିଶେଷତ୍ଵ ମୃତ୍ତିକାର ଗଠନ , ସଂରଚନା , ରଙ୍ଗ , ଛିଦ୍ରତା ଉପରେ ନିର୍ଭରଶୀଳ | ରାସାୟନିକ ବିଶେଷତ୍ଵ ସାଧାରଣତଃ ମୃତ୍ତିକାର ଅମ୍ଳ ଅଂଶ , ଲବଣତା ପ୍ରଭୃତି ଉପରେ ନିର୍ଭର କରେ | ଖ) ଦୋରସା ମୃତ୍ତିକା କାହାକୁ କହନ୍ତି ? କ୍ଷୟଜାତ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material