Skip to content
Mrutika Sambala ମୃତ୍ତିକା ସମ୍ବଳ Class 10 Geography ଭୂଗୋଳ Chapter 3 -SET-3

Mrutika Sambala ମୃତ୍ତିକା ସମ୍ବଳ Class 10 Geography ଭୂଗୋଳ Chapter 3 -SET-3

Quiz Description

ଏହି ଅଧ୍ୟାୟର ପ୍ରଶ୍ନ ମୃତ୍ତିକା ସମ୍ବଳ ପାଠରୁ ଆସିଛି |

Sample questions from this test

Showing 3 of 10 questions. Subscribe to practise the full test and see your score.

  1. ICAR ଭାରତର ମୃତ୍ତିକାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
  2. ଅଧିକ ତାପମାତ୍ରା ଓ ଅଧିକ ବୃଷ୍ଟିପାତ ପାଉଥିବା କ୍ରାନ୍ତିୟ ମୌସମୀ ଜଳବାୟୁ ଅଞ୍ଚଳରେ କେଉଁ ମୃତ୍ତିକା ଦେଖାଯାଏ ?
  3. କେତେକ ସ୍ଥାନରେ ଭାଙ୍ଗର ମୃତ୍ତିକାରେ ଚୂନ ଗୋଡି ଅଧିକ ପରିମାଣରେ ଥିଲେ ତାକୁ କେଉଁ ମୃତ୍ତିକା କୁହାଯାଏ ?

Ratings & Reviews

No reviews yet. Be the first to write one!