- Home
- 12. ବିଶ୍ୱବିଜୟୀ ବିବେକାନନ୍ଦ : ଡ. ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନସିଂ
- Biswabijayi Vivekananda Class 6 Odia Chapter 12 | ବିଶ୍ୱବିଜୟୀ ବିବେକାନନ୍ଦ
Last Updated: January 14, 2023
Biswabijayi Vivekananda Class 6 Odia Chapter 12 | ବିଶ୍ୱବିଜୟୀ ବିବେକାନନ୍ଦ
Language: Odia
ବିଶ୍ଵ ବିଜୟୀ ବିବେକାନନ୍ଦ ୧. ଉତ୍ତର କୁହ : କ. ବିଲେ କଦଳୀ ବାଡିରେ ବସିବାର କାରଣ କ’ଣ ? ଉତ୍ତର : ହନୁମାନ କେତେବେଳେ ଆସିବେ ତାହା ଦେଖିବା ପାଇଁ ବିଲେ କଦଳୀ ବାଡିରେ ବସିଥିଲେ | ଖ. ବିଲେର ଏପରି ନାଁ କାହିଁକି ରଖାଯାଇଥିଲା ? ଉତ୍ତର : ଧର୍ମପରାୟଣା ଭୁବନେଶ୍ଵରୀ କାଶୀର ବିରେଶ୍ଵର ମହାଦେବଙ୍କୁ ପୂଜାକରି ବିଲେଙ୍କୁ ପାଇଥିଲେ ବୋଲି ତାଙ୍କର ଏପରି ନାଁ ଦିଆଯାଇଥିଲା | ଗ. ରାମକୃଷ୍ଣ ନରେନ୍ ଙ୍କୁ କ’ଣ ବୁଝାଇ ଦେଇଥିଲେ ? ଉତ୍ତର : ରାମକୃଷ୍ଣ ନରେନ୍ ଙ୍କୁ ବୁଝାଇ ଦେଇଥିଲେ ଯେ ପୃଥିବୀରେ ସବୁଧର୍ମ ସମ୍ମାନ | ମାନବ ସେବା ହିଁ ଭଗବାନଙ୍କର ପ୍ରକୃତ ପୂଜା | ଘ. ନରେନ୍ ନିଜ ପରିବାରର ଦାୟିତ୍ଵ କିପରି ସମ୍ଭାଳି ଥିଲେ ? ଉତ୍ତର : ନରେନ୍ ଶିକ୍ଷକତା କରି ଅଭାବ ଅସୁବିଧା ମଧ୍ୟରେ ଅବିଚଳିତ ଭାବେ ନିଜ ପରିବାରର ଦାୟିତ୍ଵ ସମ୍ଭାଳି ଥିଲେ |…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!