Skip to content

Last Updated: July 20, 2022

Dhuli ଧୂଳି Class 6 Odia Chapter 5 || MIL Class 6

Dhuli ଧୂଳି Class 6 Odia Chapter 5 || MIL Class 6

Language: Odia

​ ଧୂଳି 1.ଉତ୍ତର କୁହ | କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ? ଉତ୍ତର : ଧୂଳିକଣା ନିଜକୁ ବିଶ୍ୱରେ ଅତି ସାନ ବୋଲି କହୁଛି | ଖ) ଧୂଳିକୁ କେଉଁମାନେ ପାଦ ପୀଡା ଦିଅନ୍ତି ? ଉତ୍ତର : ଧୂଳିକୁ ଜୀବଜନ୍ତୁ ମାନେ ପାଦରେ ପୀଡା (କଷ୍ଟ) ଦିଅନ୍ତି | ଗ) ଧୂଳି କିଭଳି ଭାବରେ ପୃଥିବୀ ଉପରେ ପଡି ରହିଛି ? ଉତ୍ତର : ଧୂଳି ନିର୍ବିକାର (ଆକାର ନ ଥିବା) ଭାବରେ ପୃଥିବୀ ଉପରେ ପଡି ରହିଛି | ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ? ଉତ୍ତର : ବିଶ୍ୱରେ ଥିବା ସମସ୍ତ ଜୀବ ତା’ର (ଧୁଳି) ର ଛାତିରେ (ବୁକୁରେ) ମିଶି ଯାଆନ୍ତି ବୋଲି ଧୂଳି କହିଛି | ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ? ଉତ୍ତର : ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା ସମସ୍ତ ଅଭିଯାନ (ଯାତ୍ରା) ଦେଖୁଛି | 2.ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ | କ)…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!