- SCHOOL BOARDS
- BSE/CHSE ODISHA
- CLASS 8
- GEOGRAPHY
- Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Question & Answer
Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Question & Answer
Language : Odia
Odia Medium Class 8 Geography Chapter-5 Manaba Sambala (ମାନବ ସମ୍ବଳ) Question & Answer
1. ନିମ୍ନଲିଖିତ ପ୍ରଶ୍ନର ଉତ୍ତର |
a) ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ ?
b) ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ | ଶିକ୍ଷିତ, ସ୍ୱାସ୍ଥ୍ୟବାନ ଓ ଉଦଯୋଗୀ ମଣିଷ ନିଜର ଆବଶ୍ୟକତା ଅନୁସାରେ ସମ୍ବଳ ବିକଶିତ କରୁଥିବାରୁ ଲୋକମାନଙ୍କୁ ସମ୍ବଳ କୁହାଯାଏ |
c) ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି ?
d) ଜନସଂଖ୍ୟାକୁ ପ୍ରଭାବିତ କରୁଥିବା ଭୌଗଳିକ କାରଣ ଯଥା : - ଭୂମିରୂପ , ଜଳବାୟୁ , ମୃତ୍ତିକା, ଜଳ , ଖଣିଜ, ପଦାର୍ଥ ସର୍ବତ୍ର ସମାପରିମାଣରେ ଉପଲବ୍ଧ ହୁଏନାହିଁ |
e) ପୃଥିବୀର ଜନସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି କାହିଁକି ?
f) ଉନ୍ନତ ଖାଦ୍ୟ ଯୋଗାଣ ଓ ଔଷଧ ବ୍ୟବହାର ଯୋଗୁଁ ମୃତ୍ୟୁ ସଂଖ୍ୟାହ୍ରାସ ପାଇବାରେ ଲାଗିଛି ମାତ୍ର ଜନ୍ମସଂଖ୍ୟା ପୂର୍ବଭଳି ଅଧିକ ରହିଛି | ତେଣୁ ପୃଥିବୀର ଜନସଂଖ୍ୟା ଦ୍ରୁତବୃଦ୍ଧି ପାଉଛି |
g) ଜନସଂଖ୍ୟା ପରିବର୍ତ୍ତନରେ ଯେକୌଣସି ଦୁଇଗୋଟି କାରଣର ଭୂମିକା ଆଲୋଚନା କର |
h) ଜନ୍ମ ଓ ମୃତ୍ୟୁ ଜନସଂଖ୍ୟା ପରିବର୍ତ୍ତନର ଦୁଇଟି ମୁଖ୍ୟ ପ୍ରାକୃତିକ କାରଣ | କାରଣ ଏହି ସମୟରେ ଜନ୍ମ ନେଉଥିବା ଅଧିକାଂଶ ଶିଶୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଆଭାବରୁ ମୃତ୍ୟୁବରଣ କରୁଥିଲେ |
i) ଉନ୍ନତ ଖାଦ୍ୟଯୋଗାଣ ଓ ଔଷଧର ବ୍ୟବହାର ଯୋଗୁଁ ମୃତ୍ୟୁ ସଂଖ୍ୟାହ୍ରାସ ପାଉଥିବାବେଳେ ଜନ୍ମସଂଖ୍ୟା ପୂର୍ବଭଳି ଅଧିକ ରହିଛି |
j) ଜନସଂଖ୍ୟା ଗଠନ କହିଲେ କ’ଣ ବୁଝାଏ ?
k) ଜନସଂଖ୍ୟା ଗଠନ କହିଲେ ଜନସଂଖ୍ୟା ସଂରଚନାକୁ ବୁଝାଏ |
l) ଜନସଂଖ୍ୟା ପିରାମିଡରୁ ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ସହଜ ହୋଇଥାଏ |
m) ଜନସଂଖ୍ୟା ପିରାମିଡ କ’ଣ ? କୌଣସି ଦେଶର ଲୋକଙ୍କ ସମ୍ବନ୍ଧରେ ଜାଣିବାରେ ଏହା କିପରି ସାହାଯ୍ୟ କରେ ?
n) ଜନସଂଖ୍ୟା ପିରାମିଡ଼୍ କହିଲେ କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖିକ ଚିତ୍ରକୁ ବୁଝାଏ |o) ଜନସଂଖ୍ୟା ପିରାମିଡ଼୍ ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ସହଜ ହୋଇଥାଏ |
2. ଠିକ୍ ଉତ୍ତର |
a) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି |
b) ଜନ୍ମ, ମୃତ୍ୟୁ , ସ୍ଥାନାନ୍ତରଣ
c) 600 କୋଟି
d) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୌଖିକ ଚିତ୍ର
3. କୌଣସି ଅଙ୍କଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର ଘନତା ବୃଦ୍ଧି ପାଏ |
ଏହାକୁ ପ୍ରଭାବିତ କରୁଥିବା କାରଣ ଗୁଡିକ ମଧ୍ୟରେ - ଅନୁକୂଳ , ଜଳବାୟୁ , ପ୍ରାକୃତିକ ସମ୍ବଳର ଉପଯୁକ୍ତ ଉପଲବ୍ଧି ଓ ଉର୍ବର ଭୂମି ପ୍ରଧାନ |