- Home
- ଉଦବୋଧନ : ଗଙ୍ଗାଧର ମେହେର
- Udbodhana ଉଦ୍ବୋଧନ Class 8 Odia Chapter 2
Last Updated: October 11, 2024
Udbodhana ଉଦ୍ବୋଧନ Class 8 Odia Chapter 2
Language: Odia
Chapter – 2 - ଉଦ୍ବୋଧନ ୧) ଆସ, କଥାବାର୍ତ୍ତା ହେବା | କ) କାହା କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ ? ଉ : ସୂର୍ଯ୍ୟ କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ | ଖ) “ଉଦବୋଧନ” କବିତାଟିରେ ମହୁମାଛି ବିଷୟରେ କବି କ’ଣ କହିଛନ୍ତି ? ଉ : “ଉଦବୋଧନ” କବିତାରେ କବି ମହୁମାଛି ବିଷୟରେ କହିଛନ୍ତି ଜେ ମଧୁସଞ୍ଚୟ କରିବାର ଅଭିଳାଷ ରଖି ମହୁମାଛି ପ୍ରଭାତ ହେବା ମାତ୍ରକେ ବହୁଦୂର ବନ ପର୍ବତକୁ ଉଡିଯାଇଥାଏ | ଗ) ପିମ୍ପୁଡ଼ିଠାରୁ ଆମର କ’ଣ ଶିଖିବାର ଅଛି ? ଉ : ପିମ୍ପୁଡ଼ିଠାରୁ ଆମର ଶ୍ରମଶୀଳତା ଓ ସଞ୍ଚୟ ମନୋବୃତ୍ତି ଶିଖିବାର ଅଛି | ଘ) ଜାତିର ଉନ୍ନତି ସାଧନ ପାଇଁ କବି କ’ଣ କହିଛନ୍ତି ? ଉ : ଜାତିର ଉନ୍ନତି ସାଧନ ପାଇଁ କବି ଆଳସ୍ୟକୁ ବର୍ଜନକରିବା ସହିତ ମାତୃଭାଷାର ଉନ୍ନତି ସାଧନ କରିବାକୁ କହିଛନ୍ତି | ଙ) “ମାତୃଭାଷା ପୋଥି ଛୁଇଁବାକୁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material