- Home
- ଶିକ୍ଷାଦୀକ୍ଷା : ବୈଷ୍ଣବ ପାଣି
- Shikhya Dikhya ଶିକ୍ଷାଦୀକ୍ଷା Class 8 Odia Chapter 3
Last Updated: October 11, 2024
Shikhya Dikhya ଶିକ୍ଷାଦୀକ୍ଷା Class 8 Odia Chapter 3
Language: Odia
Chapter 3 - ଶିକ୍ଷାଦୀକ୍ଷା ୧) ଆସ, କଥାବାର୍ତ୍ତା ହେବ | କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ? ଉ : ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ | ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ? ଉ : ରାମଙ୍କ ସହିତ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ବନବାସକୁ ଯାଇଥିଲେ | ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? ଉ : ଭରତଙ୍କୁ ପ୍ରବୋଧନା ଦେବା ପାଇଁ ରାମ ତାଙ୍କୁ ତାଙ୍କର ପାଦୁକା ପ୍ରଦାନ କରିଥିଲେ | ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟରେ ସୂଚନା ମିଳେ ? ଉ : ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ପିତା ପୁତ୍ରର ସ୍ନେହର ସୂଚନା ମିଳେ | ପୁତ୍ର ବିନା ପିତାର ପ୍ରାଣ ଛାଡ଼ିଯାଏ ଏହା ମଧ୍ୟ ଏଥୁରୁ ସୂଚିତ ହୁଏ | ଙ) ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ – ଏହା କିଏ କହିଛନ୍ତି ? ଉ : “ସେ ପଦ ପଙ୍କଜେ ଧ୍ୟାୟି କରକୁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material