- Home
- ପ୍ରଥମ ଅଧ୍ୟାୟ - ଦ୍ଵିତୀୟ ପାଠ : ପ୍ରଥମ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ
- ପ୍ରଥମ ବିଶ୍ଵଯୁଦ୍ଧର କାରଣ ଓ ଫଳାଫଳ Class 9 History Chapter 1 - Part - 2 - Notes
Last Updated: September 13, 2024
ପ୍ରଥମ ବିଶ୍ଵଯୁଦ୍ଧର କାରଣ ଓ ଫଳାଫଳ Class 9 History Chapter 1 - Part - 2 - Notes
Language: Odia
ଦ୍ଵିତୀୟ ପାଠ ପ୍ରଥମ ବିଶ୍ଵଯୁଦ୍ଧ - କାରଣ ଓ ଫଳାଫଳ ୧୯୧୪ ମସିହାରେ ଆରମ୍ଭ ହୋଇ ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ଵକାଳ ବ୍ୟାପି ରହିଥିଲା ପ୍ରଥମ ବିଶ୍ଵଯୁଦ୍ଧ | ନିମ୍ନୋକ୍ତ ସୁଦୂର ଏବଂ ଆସନ୍ନ କାରଣ ଓ ପରିସ୍ଥିତିଗୁଡିକ ଏହି ଯୁଦ୍ଧ ପାଇଁ ଦାୟୀ ଥିଲେ | କୂଟନୈତିକ ଚୁକ୍ତି ଜର୍ମାନୀର ଏକତ୍ରୀ କରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତଥା ୧୮୭୧ ରୁ ୧୮୯୦ ପର୍ଯ୍ୟନ୍ତ ଜର୍ମାନୀର ଚାନସେଲର ରୂପେ କ୍ଷମତାରେ ଥିବା ଅଟୋ ଭନ୍ ବିସମାର୍କ କୂଟନୈତିକ ଚୁକ୍ତି ଆରମ୍ଭ କରିଥିଲେ | ୧୮୭୦ରେ ସିଦାନ ଯୁଦ୍ଧରେ (ଫ୍ରାନ୍ସ ଓ ପ୍ରୁସିଆ ) ଫ୍ରାନ୍ସ ଜର୍ମାନୀ ଦ୍ୱାରା ପରାସ୍ତ ହେବାପରେ ଦୁଇ ଦେଶ ମଧ୍ୟରେ ଫ୍ରାଙ୍କଫୋର୍ଟ ସନ୍ଧି ସ୍ଵାକ୍ଷରିତ ୧୮୭୧ ମେ ୧୦ ହୋଇଥିଲା ଏବଂ ଏହି ସନ୍ଧି ଅନୁଯାୟୀ ଫ୍ରାନ୍ସ ତାର ଦୁଇଟି ପ୍ରଦେଶ ଯଥା ଆଲସେସ୍ ଓ ଲୋରେନ୍ ଅଞ୍ଚଳ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material