- Home
- ଦ୍ଵିତୀୟ ଅଧ୍ୟାୟ : ଜୀବକୋଷ ଓ ଏହାର ସଂଗଠନ (Cell and its Organisation)
- Jiba Kosa O Ehara Sangathana ((ଜୀବକୋଷ ଓ ଏହାର ସଂଗଠନ) Class 9 Life Science Chapter 2 - Question & Answer
Last Updated: December 31, 2022
Jiba Kosa O Ehara Sangathana ((ଜୀବକୋଷ ଓ ଏହାର ସଂଗଠନ) Class 9 Life Science Chapter 2 - Question & Answer
Language: Odia
Chapter 2 - ଜୀବକୋଷ ଓ ଏହାର ସଂଗଠନ Question & Answer ୧. ପ୍ରାଣିକୋଷ ଓ ଉଦ୍ଭିଦ କୋଷ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ | ପ୍ରାଣୀକୋଷ : ଏହା ଆକାରରେ ପ୍ରାୟ ଗୋଲାକାର ଓ ଉଦ୍ଭିଦ କୋଷଠାରୁ ଅପେକ୍ଷାକୃତ ସାନ | ଏଥିରେ କେବଳ କୋଷଝିଲ୍ଲୀ ଥାଏ ଓ କୋଷ ଭିତ୍ତି ନଥାଏ | ଏଥିରେ ଥିବା ରସଧାନୀ ଛୋଟ ଓ ଅସ୍ଥାୟୀ କେବଳ ଆଦିପ୍ରାଣୀମାନଙ୍କଠାରେ ଦେଖାଯାଏ | ଏଥିରେ ଲବକ ଆଦୌ ନଥାଏ | ଏଥିରେ ସେଣ୍ଟ୍ରୋଜୋମ୍ ଥାଏ | ଉଦ୍ଭିଦକୋଷ ଏହା ଆକୃତିରେ ଆୟତାକାର ଓ ପ୍ରାଣୀକୋଷ ଅପେକ୍ଷାକୃତ ବଡ | ଏଥିରେ କୋଷଝିଲ୍ଲୀ ଓ କୋଷଭିତ୍ତି ଥାଏ | ଏଥିରେ ଥିବା ରସଧାନୀ ଗୁଡିକ ସ୍ଥାୟୀ | ଏଥିରେ ଲବକ ଦେଖାଯାଏ | ଏଥିରେ ସେଣ୍ଟ୍ରୋଜୋମ୍ ନ ଥାଏ | ୨ . କୋଷଝିଲ୍ଲୀର ଗଠନ ଓ କାର୍ଯ୍ୟ ବିଷୟରେ ଲେଖ | ଗଠନ : · କୋଷଭିତରେ ଥିବା କୋଷର ବିଭିନ୍ନ ଉପାଦାନକୁ ଆବୃତ କରି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material