- Home
- ଷଷ୍ଠ ଅଧ୍ୟାୟ : ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ (Natural Resources and its Pollution)
- BSE Odisha Class 9 Life Science (ଜୀବ ବିଜ୍ଞାନ) Chapter-6- Natural Resources And It's Pollution ( ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ ) Notes
Last Updated: September 7, 2022
BSE Odisha Class 9 Life Science (ଜୀବ ବିଜ୍ଞାନ) Chapter-6- Natural Resources And It's Pollution ( ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ ) Notes
Language: Odia
Life Science (ଜୀବ ବିଜ୍ଞାନ) Chapter-6- Natural Resources And It's Pollution ( ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ ) ପ୍ରାକୃତିକ ସମ୍ପଦ :- ସୌର ମଣ୍ଡଳରେ ଥିବା ଗ୍ରହମାନଙ୍କ ମଧ୍ୟରୁ କେବଳ ପୃଥିବୀର ତାପମାତ୍ରା, ବାୟୁମଣ୍ଡଳ, ଜଳ ଓ ମୃତ୍ତିକା ଜୀବନ ଧାରଣ ପାଇଁ ଉପଯୋଗୀ | ପୃଥିବୀ ପୃଷ୍ଠରେ ରହିଥିବା ବିଭିନ୍ନ ଉପାଦାନ ଯଥା:- ବାୟୁ, ଜଳ, ମୃତ୍ତିକା, ଜଙ୍ଗଲ, ଉଭିଦ, ପଶୁପକ୍ଷୀ, ଆଲୋକ ଓ ଖଣିଜ ପଦାର୍ଥ ଇତ୍ୟାଦିକୁ ଆମେ ପ୍ରାକୃତିକ ସମ୍ପଦ କହୁ | ଏହିସବୁ ଉପାଦାନଗୁଡ଼ିକ ଦ୍ଵାରା ପୃଥିବୀ ପୃଷ୍ଠରେ ଜୀବଜଗତର ଉତ୍ପତି ଓ ଅବସ୍ଥିତି ସମ୍ଭବ ହୋଇଛି | ପୁଣି ସମଗ୍ର ଜୀବଜଗତ ତଥା ମନୁଷ୍ୟ ଏହାଦ୍ଵାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ଉପକୃତ ହୋଇପାରିଛି | ପ୍ରାକୃତିକ ସମ୍ପଦର ଶ୍ରେଣୀବିଭାଗ : - ପ୍ରାକୃତିକ ସମ୍ପଦକୁ ଦୁଇଟି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!
Suggested Material