Skip to content

Last Updated: September 7, 2026

BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 3 - ଟିସୁ ( Tissue System) Notes

BSE Odisha Class 9 Life Science (ଜୀବ ବିଜ୍ଞାନ) Chapter 3 - ଟିସୁ ( Tissue System) Notes

Language: Odia

ଟିସୁ ତନ୍ତ୍ର (Tissue System) ସମସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଶରୀର ଏକ କିମ୍ବା ଏକାଧିକ କୋଷକୁ ନେଇ ଗଠିତ | ଏକକୋଷୀ ଜୀବମାନଙ୍କର ସମସ୍ତ ଜୈବିକ ପ୍ରକ୍ରିୟା ଗୋଟିଏ କୋଷ ଦ୍ଵାରା ସମ୍ପାଦିତ ହୋଇଥାଏ କିନ୍ତୁ ବହୁକୋଷୀ ଜୀବମାନଙ୍କର ଭିନ୍ନ ଭିନ୍ନ କୋଷରେ ଗଠିତ ବିଭିନ୍ନ ଅଙ୍ଗମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦିତ କରିଥାନ୍ତି | ଭିନ୍ନ ଭିନ୍ନ କୋଷରେ ଗଠିତ ବିଭିନ୍ନ ଅଙ୍ଗ ମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦିତ କରିଥାନ୍ତି | ଟିସୁ ସଂସ୍ଥାନ : - କୋଷମାନଙ୍କ ସମାହାରକୁ ମୁଖ୍ୟତଃ ଟିସୁ କୁହାଯାଏ କିନ୍ତୁ , ବୈଜ୍ଞାନିକ ଫାହାଙ୍କ ମତରେ, “ସମଜାତୀୟ କୋଷରୁ ଉତ୍ପନ୍ନ ଓ ଏକ ପ୍ରକାରର କାର୍ଯ୍ୟସମ୍ପନ୍ନ କରୁଥିବା କୋଷମାନଙ୍କର ସମାହାରକୁ ଟିସୁ କୁହାଯାଏ |” ସମଜାତ ଓ ସମଗଠନ ବିଶିଷ୍ଟ ଅନେକ ଟିସୁ ମାନଙ୍କ ସମାହାରରେ ଏକ ନିର୍ଦ୍ଦିଷ୍ଟ…

This is a premium resource. Please upgrade your subscription to access this study guide.

Ratings & Reviews

4 / 5 (1 rating)