- Home
- ଗଦ୍ୟ - ବାମନର ହାତ ଓ ଆକାଶର ଚନ୍ଦ୍ର : ଗୋଦାବରୀଶ ମିଶ୍ର
- Bamanara Hata O Aakashara Chandra ବାମନର ହାତ ଓ ଆକାଶର ଚନ୍ଦ୍ର Class 9 Chapter 11 Question Answer
Last Updated: October 15, 2024
Bamanara Hata O Aakashara Chandra ବାମନର ହାତ ଓ ଆକାଶର ଚନ୍ଦ୍ର Class 9 Chapter 11 Question Answer
Language: Odia
ବାମନର ହାତ ଓ ଆକାଶର ଚନ୍ଦ୍ର ୧ ) ବିପରୀତାର୍ଥବୋଧକ ଶବ୍ଦ ଲେଖ | ଉ : ଡେଙ୍ଗା – ଗେଡ଼ । କୃତକାର୍ଯ୍ୟ – ଅକୃତକାର୍ଯ୍ୟ ଅଭିଶାପ – ଆଶୀର୍ବ । ଦ ଖର୍ଚ୍ଚ – ସଞ୍ଚୟ ଆଦେଶ – ଅନୁରୋଧ ଅକ୍ଷମ – କ୍ଷମ ୨ ) ସନ୍ଧିବିଚ୍ଛେଦ କର | ଅଳ୍ପାଧିକ – ଅଳ୍ପ + ଅଧିକ ଉନ୍ନତି – ଉତ୍ + ନତି ଉଜ୍ଜ୍ଵଳ – ଉତ୍ + ଜ୍ୱଳ ସନ୍ତୁଷ୍ଟ – ସମ୍ + ତୁଷ୍ଟ ସଂଯୋଗ – ସମ୍ + ଯୋଗ ୩) ‘କ’ ସ୍ତମ୍ଭ ସହ ସମ୍ପର୍କ ଥିବା ‘ଖ’ ସ୍ତମ୍ଭର ଶବ୍ଦକୁ ଯୋଗକର | “କ”ସ୍ତମ୍ଭ “ଖ”ସ୍ତମ୍ଭ ବାମନ ଚନ୍ଦ୍ର ଇତାଲୀ ମୁସୋଲିନ୍ ଆକାଶ କୟାଁ ଚିଲିକା ମାଛ ରୁଷିଆ ଷ୍ଟାଲିନ୍ ୪) ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର | କ) ପୃଥିବୀ ବିଖ୍ୟାତ ହିଟ୍ ଲର ଇଟାଭାଟିରେ କାମ କରି ପିଲାଦିନେ ପେଟ୍ ପୋଷୁଥିଲେ | ଖ) ବେଶି ଝିଅ ଜନ୍ମହେଲେ କେହି କେହି ତାକୁ ଅଭିଶାପ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!