- Home
- ପଦ୍ୟ - ପଦ୍ମ : ମଧୁସୂଦନ ରାଓ
- Padma ପଦ୍ମ Class 9 Chapter 3 Question Answer
Last Updated: October 15, 2024
Padma ପଦ୍ମ Class 9 Chapter 3 Question Answer
Language: Odia
ପଦ୍ମ ୧) “ଦରଶନେ”ର ଗଦ୍ୟରୂପ “ଦର୍ଶନେ” | ଏହପରି ପଦ୍ୟରୂପ ଲେଖାଯାଇଥିବା ଶବ୍ଦଗୁଡିକର ଗଦ୍ୟରୂପ ପଠିତ କବିତାରୁ ବାଛି ଲେଖ | ପଦ୍ୟ ରୂପ ଗଦ୍ୟ ରୂପ ମଗନ ମଗ୍ନ ପୂରୁ ପୂର୍ଣ୍ଣହେଉ ହରଷ ହର୍ଷ ଲଭୁ ଲାଭକରୁ ଭକତି ଭକ୍ତି ମରଣ ମୃତ୍ୟୁ ଆଶିଶେ ଆଶୀର୍ବାଦରେ ପରାଣ ପ୍ରାଣ ୨) ପଦ୍ମ – ଭଗବାନ ଓ ସୂର୍ଯ୍ୟର ପ୍ରତିଶବ୍ଦ ଗୁଡିକ କବିତାରୁ ବାଛି ଲେଖ | ଉ - ପଦ୍ମ – ତାମରସ , ନଳିନୀ , ପୁଷ୍କର , କମଳ , ଉତ୍ପଳ , ଅରବିନ୍ଦ , ପଙ୍କଜ , ରାଜୀବ ଭଗବାନ – ବିହି , ପ୍ରଭୁ , ପରମେଶ୍ଵର , ବିଭୁ , ଅନନ୍ତ , ମହେଶ୍ଵର , ପ୍ରାଣପାଇଁ , ବିଧାତା ସୂର୍ଯ୍ୟ – ଭାସ୍କର , ଦିବାକର ,( ତପନ , ଆଦିତ୍ୟ , ପ୍ରଭାକର , ବିଭାବସୁ , ଦିନକର) ୩) ‘ ଜୀବନ ମରଣ” ଭଳି ବିପରୀତ ଅର୍ଥସୂଚକ ଯୋଡିଶବ୍ଦର ପାଞ୍ଚଗୋଟି ଉଦାହରଣ ଦିଅ | ଦିବସ – ନିଶି ସୌଭାଗ୍ୟ –…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!