- Home
- ପଦ୍ୟ - ପାଇକବଧୂର ଉଦବୋଧନ : କୃଷ୍ଣଚନ୍ଦ୍ର ତ୍ରିପାଠୀ
- Paikabadhu ra Udbodhana ପାଇକବଧୂର ଉଦ୍ବୋଧନ Class 9 Odia Chapter 7 Question Answer
Last Updated: October 28, 2024
Paikabadhu ra Udbodhana ପାଇକବଧୂର ଉଦ୍ବୋଧନ Class 9 Odia Chapter 7 Question Answer
Language: Odia
ପାଇକବଧୂର – ଉଦବୋଧନ ୧. ପଠିତ କବିତାରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର | କ ) ବୁଲନ୍ତି ଶ୍ଵାପଦ କୁଳ ହୋଇ ଯୋଡ଼ା ଯୋଡ଼ା ଖ ) କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି | ଗ ) ମାରିବାକୁ ହବ ଲକ୍ଷ ସଇନି ଫୋପାଡି ଲକ୍ଷ ତୀର | ଘ ) ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ | ଙ ) ଆଗେ ବାଜୁଥିବ ସଂଗ୍ରାମ ବାଜା ପଛେ ଆସୁଥିବ ତମେ | ୨. ନିମ୍ନଲିଖିତ ଉକ୍ତିଗୁଡିକ ମଧ୍ୟରୁ ଯେଉଁ ଗୁଡିକ ଠିକ ସେଗୁଡିକୁ ଲେଖ : - କ ) ପାଇକ ବାଦ୍ୟ ରଣ – ଶିଙ୍ଗା ବର୍ତ୍ତମାନ ଓଡ଼ିଶାର ସବୁଠାରେ ଅଛି | ଖ ) ପାଇକ ବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ | ଗ ) ସ୍ଵାମୀଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେଇ ପାଇକବଧୂ ଘରେ ବହୁତ କାନ୍ଦୁଥିଲା | ଘ ) ଜୀବନକୁ ଉପଭୋଗରେ ବିତାଇ ଦେବାକୁ…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!