- Home
- ଗଦ୍ୟ - ଜାତୀୟ ଜୀବନ : ମଧୁସୂଦନ ଦାସ
- Jatiya Jibana ଜାତୀୟ ଜୀବନ Class 9 Chapter 9 Question Answer
Last Updated: October 15, 2024
Jatiya Jibana ଜାତୀୟ ଜୀବନ Class 9 Chapter 9 Question Answer
Language: Odia
ଜାତୀୟ ଜୀବନ ନିର୍ଦ୍ଦିଷ୍ଟ ଉତ୍ତରମୂଳକ : ୧) ବିପରୀତାର୍ଥବୋଧକ ଶବ୍ଦ ଲେଖ | ଶବ୍ଦ ବିପରୀତାର୍ଥବୋଧ ଶବ୍ଦ ଚିରସ୍ଥାୟୀ କ୍ଷଣସ୍ଥାୟୀ ନିମ୍ନଗତି ଊର୍ଦ୍ଧ୍ଵଗତି ଅସଦ୍ଭାବ ସଦ୍ଭାବ ମିଥ୍ୟାବାଦୀ ସତ୍ୟବାଦୀ ଶିକ୍ଷିତ ଅଶିକ୍ଷିତ ନିନ୍ଦା ପ୍ରଶଂସା ୨) “ହୃଷ୍ଟପୁଷ୍ଟ” ପରି ଆଉ ପଞ୍ଚୋଟି ଯୁଗ୍ମଶବ୍ଦ ଲେଖ | ରୀତିନୀତି, ଚାଲିଚଳନ,ବେଶଭୂଷା,ପିଠାପଣା, ବାଟଘାଟ,ଶାନ୍ତଶିଷ୍ଠ ୩) ନିମ୍ନଲିଖିତ ଶବ୍ଦଗୁଡିକୁ ବ୍ୟବହାର କରି ବାକ୍ୟଗଠନ କର | ପାର୍ଥିବ – ମୃତ୍ୟୁ ସମୟରେ ଆତ୍ମା ପାର୍ଥିବ ଶରୀରର ତ୍ୟାଗ କରି ପରମାତ୍ମାଙ୍କ ସହ ମିଳିତ ହୁଏ | ଅପତ୍ୟ – ସାଂସାରିକ ଅପତ୍ୟ ସ୍ନେହରେ ଅନ୍ଧହୋଇ ମାନବ ଅସତ୍ ଉପାୟରେ ଆବର୍ଜନା କରେ | ପଦସ୍ଥ – ପଦସ୍ଥ କର୍ମଚାରୀମାନେ ତଳିଆ କର୍ମଚାରୀମାନଙ୍କୁ ସମୁଚିତ ନ୍ୟାୟଦେବା ମହାନତାର ପରିଚାୟକ | ମୂଳମନ୍ତ୍ର –…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!