Skip to content

Last Updated: November 10, 2024

Paramanu O Anu ପରମାଣୁ ଓ ଅଣୁ Class 9 Physical Science Chapter 3 Question and Answer

Language: Odia

Chapter - 3 - ପରମାଣୁ ଓ ଅଣୁ 1. ରାସାୟନିକ ସଂଯୋଗର ଦୁଇଟି ନିୟମ ଲେଖ ଏବଂ ରୁଟାଅ | ଉ : ରାସାୟନିକ ସଂଯୋଗର ଦୁଇଟି ନିୟମ ହେଲା - ବସ୍ତୁତ୍ଵ ସଂରକ୍ଷଣ ନିୟମ ଓ ସ୍ଥିରାନୁପାତ ନିୟମ | ବସ୍ତୁତ୍ଵ ସଂରକ୍ଷଣ ନିୟମ : ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ । ଉଦାହରଣ – 2 ଗ୍ରାମ୍ ଉଦ୍ ‌ ଜାନ 71 ଗ୍ରାମ୍ କ୍ଲୋରିନ୍ ସହ ରାସାୟନିକ ପ୍ରତିକ୍ରିୟା କଲେ 73 ଗ୍ରାମ୍ ହାଇଡ୍ରୋଜେନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ | ଆଣବିକ ବସ୍ତୁତ୍ଵ = H 2 + Cl 2 →2HCL 2 71 2 x 36.5 =73 ଉପରୋକ୍ତ ସମୀକରଣରୁ ସୂଚିତ ହୁଏ ଯେ ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ୱ ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ଵ ସହ ସମାନ | ସ୍ଥିରାନୁପାତ ନିୟମ : ରାସାୟନିକ ଯୌଗିକରେ ମୌଳିକଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ…

This is a premium resource. Please upgrade your subscription to access this study guide.

Ratings & Reviews

5 / 5 (1 rating)