Skip to content

Last Updated: December 6, 2024

Bala o Gati Niyam (Force and Laws Of Motion) ବଳ ଓ ଗତି ନିୟମ Class 9 Physical Science Chapter 6  Question and Answer

Bala o Gati Niyam (Force and Laws Of Motion) ବଳ ଓ ଗତି ନିୟମ Class 9 Physical Science Chapter 6 Question and Answer

Language: Odia

ବଳ ଓ ଗତି ନିୟମ 1. ଗୋଟିଏ ଗାଲିଚାକୁ ଟେକିକରି ଧରି ବାଡ଼ିରେ ପିଟିଲେ, ସେଥୁରୁ ଧୂଳିକଣା ଝଡ଼ିପଡ଼େ | ଏହାକୁ ବୁଝାଅ | ଉ : ପ୍ରାରମ୍ଭିକ ଅବସ୍ଥାରେ ଉଭୟ ଗାଲିଚା ଓ ଧୂଳି ସ୍ଥିର ଅବସ୍ଥାରେ ଥାଆନ୍ତି | ଯେତେବେଳେ ଗାଳିଚାକୁ ବାଡ଼ିରେ ପିଟାଯାଏ , ତାହା ଗତିଶୀଳ ଅବସ୍ଥାକୁ ଆସେ | କିନ୍ତୁ ଧୂଳିକଣା ଗୁଡିକ ଜଡ଼ତ୍ଵ ଧର୍ମ ଯୋଗୁଁ ସ୍ଥିତାବସ୍ଥା ବଜାୟ ରଖିବାରୁ ଚେଷ୍ଟା କରିବାରୁ ତଳେ ଝଡିପଡ଼ନ୍ତି | 2. ବସ୍‌ର ଛାତ ଉପରେ ବାକ୍ସ ଓ ଗଣ୍ଠିଲିଗୁଡ଼ିକୁ ଶକ୍ତ ଦଉଡ଼ିରେ ବାନ୍ଧି ରଖାଯାଇଥାଏ, କାହିଁକି ? ଉ : ଯେତେବେଳେ ବସ୍‌ ହଠାତ୍ ଗତି କରିବାକୁ ଆରମ୍ଭ କରେ, ଛାତ ଉପରେ ଥିବା ବାକ୍ସ ଓ ଗଣ୍ଠିଲିଗୁଡିକ ଜଡତ୍ଵ ଗୁଣ ଯୋଗୁଁ ସ୍ଥିତାବସ୍ଥା ବଜାୟ ରଖୁବାକୁ ଚେଷ୍ଟା କରନ୍ତି | ତେଣୁ ସେଗୁଡିକର ପଛରେ ପଡ଼ିଯିବାର ପ୍ରବୃତ୍ତି ଥାଏ | କିନ୍ତୁ…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!