- Home
- ନବମ ଅଧ୍ୟାୟ : ଧ୍ୱନି (Sound)
- Dhwani ଧ୍ୱନି Sound Class 9 Physical Science Chapter 9 Question Answer
Last Updated: December 30, 2024
Dhwani ଧ୍ୱନି Sound Class 9 Physical Science Chapter 9 Question Answer
Language: Odia
Chapter 9 ଧ୍ୱନି 1. ଧ୍ଵନି କାହାକୁ କୁହାଯାଏ ଏବଂ ଏହା କିପରି ସୃଷ୍ଟି ହୁଏ ? ଉ : ଧ୍ଵନି ଶକ୍ତିର ଏକ ରୂପ, ଯାହା ମନୁଷ୍ୟ କର୍ଣ୍ଣରେ ଶୁଣିବାର ଏକ ଇନ୍ଦ୍ରିୟାନୁଭୂତି ସୃଷ୍ଟି କରେ, ବସ୍ତୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ | 2. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ | a) ଧ୍ଵନି ନିମ୍ନୋକ୍ତ କେଉଁଥିରେ ଆଦୌ ଗତି କରିପାରିବ ନାହିଁ ? i) କଠିନ ii) ତରଳ iii) ଗ୍ୟାସ୍ iv) ଶୂନ୍ୟ ମାଧ୍ୟମ ଉ : ଶୂନ୍ୟ ମାଧ୍ୟମ b) ହର୍ତ୍ସ ହେଉଛି i) ସେକେଣ୍ଡ ii) ସେକେଣ୍ଡ -1 iii) ମିଟର iv) ମିଟର -1 ଉ : ସେକେଣ୍ଡ -1 c) ସମୁଦ୍ରର ଗଭୀରତା ନିର୍ଣ୍ଣୟ କରିବାକୁ କେଉଁ ଯନ୍ତ୍ର ବ୍ୟବହୃତ ହୁଏ ? i) ସୋନାର ii) ରାଡ଼ାର iii) ମିଟର ସ୍କେଲ୍ iv) ଏମାନଙ୍କ ମଧ୍ୟରୁ କେଉଁଟି…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!