- Home
- ଏକାଙ୍କିକା - ଦଳବେହେରା : କାଳୀଚରଣ ପଟ୍ଟନାୟକ
- Dalabehera ଦଳବେହେରା Class 9 Odia Chapter 19 Question Answer
Last Updated: February 18, 2025
Dalabehera ଦଳବେହେରା Class 9 Odia Chapter 19 Question Answer
Language: Odia
ଦଳବେହେରା ୧. ବନମାଳୀ କିଏ ? ସେ ଦଳବେହେରାଙ୍କୁ କେଉଁ କଥା କହିଥିଲା ? ଉ : ବନମାଳୀ ମାଣିତ୍ରୀ ଗାଁର ଜଣେ ଅଧିବାସୀ | ସେ ଧୂଳିଧୂସର ଅବସ୍ଥାରେ ଆସି ଭାଗବତ ଟୁଙ୍ଗୀରେ ବସିଥିବା ଦଳବେହେରାଙ୍କୁ କହିଲା ଜେ ଆଉ ଇଂରେଜ ସରକାରଙ୍କର ଅତ୍ୟାଚାର ସହିହେବ ନାହିଁ | କାରଣ ବାପ ଅଜା ତେପନ ପୁରୁଷ ଅମଳରୁ ଯେଉଁ ନିଷ୍କର ଭୁଇଁ ଖାଇ ଆସିଥିଲେ, ସେଥିରେ କର ଦେବାକୁ ପଡିଲା | ରାଜାଭାଗ କଉଡ଼ିରେ ନ ଦେଇ ଟଙ୍କାରେ କର ଦେବାକୁ କୁହାଯାଉଛି | କିଆରୀରୁ ଫେରିଲାବେଳେ ତା ’ ଭିତରେ ଜୁଲମ ହୋଇଛି | ତା ’ ର ଗାମୁଛାକୁ ଚିରି ଫଡ଼ା ଫଡ଼ା କରି ଦିଆଯାଇଛି | ସାତ ସମୁଦ୍ର ତେର ନଈ ପାରହୋଇ ଆମ ମୁଲକରେ ଆସି କଂସାସୁର ସାଜିଛନ୍ତି | ଏଥିପାଇଁ କ ’ ଣ କିଛି ଉପାୟ ନାହିଁ ? ମୁଖିଆ ଭାବରେ ଦଳ ବେହେରାଙ୍କୁ ପଦେ ପଚାରି ଯାହା କରିବାକୁ ହେବ ସେ କରିବ ବୋଲି କହିଲା…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!